ଭୁବନେଶ୍ୱର: ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ କରୁଛନ୍ତି କି ଆପଣ ? ତେବେ ସତର୍କ ହୋଇଯାନ୍ତୁ। କାରଣ ଆପଣ ହୋଇପାରନ୍ତି ସାଇବର୍ ଠକେଇର ଶିକାର। ସର୍ବସାଧାରଣ ସ୍ଥାନରେ ମୋବାଇଲ୍ ଚାର୍ଜ ନକରିବାକୁ ଟ୍ୱିଟ କରି ସର୍ତକ କରାଇଛି ଓଡ଼ିଶା ପୋଲିସ ।
Don't charge your mobiles at public places like mobile charging station, USB power station etc. Cyber fraudsters are trying to steal your personal information from mobile and installing the malware inside your phone. #StayCyberSafe pic.twitter.com/CubCnYlJn7
— Odisha Police (@odisha_police) September 15, 2022
ୟୁଏସବି ପାୱାର ଷ୍ଟେସନରେ ମୋବଇଲ ଚାର୍ଜ ନକରିବାକୁ ଟ୍ୱିଟ କରି ସର୍ତକ କରାଇଛି ଓଡ଼ିଶା ପୁଲିସ। ଏମିତି କରିବା ଦ୍ୱାରା ସାଇବର ଠକର ଜାଲରେ ପଡିପାରନ୍ତି ଆପଣ । ଏଠି ସେଠି ଚାର୍ଜ କଲେ ମୋବାଇଲରୁ ବ୍ୟକ୍ତିଗତ ଡାଟା ଚୋରାଇ ନେବାର ସମ୍ଭାବନା ଅଧିକ ରହିଛି । ତେଣୁ ସର୍ବସାଧାରଣ ସ୍ଥାନରେ ମୋବାଇଲ ଚାର୍ଜ କରନ୍ତୁ ନାହିଁ ସର୍ତକ କରାଇଛି ଓଡ଼ିଶା ପୋଲିସ ।