ଅଡୁଆ ବଢ଼ାଉଛି ପତଞ୍ଜଳିର କରୋନିଲ ଔଷଧ, ବିଜ୍ଞାପନ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ
ନୂଆଦିଲ୍ଲୀ: ଯୋଗ ଗୁରୁ ରାମଦେବଙ୍କ ଦ୍ୱାରା ଆରମ୍ଭ ହୋଇଥିବା କମ୍ପାନୀ ପତଞ୍ଜଳି ଆୟୁର୍ବେଦ ଲିମିଟେଡକୁ କରୋନା ଭାଇରସ ରୋଗୀଙ୍କ ଚିକିତ୍ସା ପାଇଁ ପ୍ରତଞ୍ଜଳି ତିଆରି କରିଥିବା ଔଷଧର ସଠିକ ବିବରଣୀ ପ୍ରଦାନ କରିବାକୁ ସରକାର ପ୍ରତଞ୍ଜଳି କୁ କହିଛନ୍ତି। ଆୟୁର୍ବେଦ, ଯୋଗ ଏବଂ ନାଥୁରୋପାଥି,…