ଆପଣ ଗୁଗୁଲ୍ ରେ ସର୍ଚ୍ଚ କରୁଛନ୍ତି କି ଏମିତି କିଛି ବିଷୟ ବସ୍ତୁ ? ୭ ବର୍ଷ ହୋଇପାରେ ଜେଲ୍ !
ଭୁବନେଶ୍ୱର: ଆଜିର ସମୟରେ ମଣିଷ ଜୀବନର ଏକ ଅତ୍ୟାବଶ୍ୟକ ଅଂଶ ହୋଇ ସାରିଛି ଗୁଗୁଲ୍ । ଯଦି କୌଣସି ସୂଚନା ଆବଶ୍ୟକ ହୁଏ, ତେବେ ଲୋକମାନେ ଶୀଘ୍ର ଗୁଗୁଲ୍ ର ସାହାଯ୍ୟ ନେଇଥାନ୍ତି । କିନ୍ତୁ ଆପଣ ଜାଣନ୍ତି କି ଗୁଗୁଲରେ ଏପରି କିଛି ଜିନିଷ ଅଛି, ଯାହା ଆପଣଙ୍କୁ ଜେଲ୍ ପଠାଇପାରେ । ଆଜି ଆମେ…