Browsing Category

Odia

କାରଖାନା କୁ ମଦ୍ୟପାନ କରି ଆସିଥିଲେ ମହିଳା କର୍ମଚାରୀ , ପରେ ମହିଳାଙ୍କୁ କମ୍ପାନୀ ଦେଲା ୪ ଲକ୍ଷ ଟଙ୍କା..ଜାଣନ୍ତୁ…

ଭୁବନେଶ୍ୱର: ଦୁନିଆରେ ଅଜବ ଖବରର ଅଭାବ ନାହିଁ। ସ୍କଟଲ୍ୟାଣ୍ଡରରୁ ଏମିତି ଏକ ଅଜବ ଖବର ଏବେ ସାମ୍ନାକୁ ଆସିଛି । ବାସ୍ତବରେ ଜଣେ ମହିଳା ମଦ୍ୟପାନ କରିବା ପରେ ଅଫିସକୁ ଯାଇଥିଲେ, ଯେଉଁଥିପାଇଁ ତାଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା । ତଥାପି ସେ ଲକ୍ଷପତି ହୋଇଗଲେ । ସ୍କଟଲ୍ୟାଣ୍ଡର…

ପ୍ରେମିକ ଦେଲା ପ୍ରେମିକାକୁ ଅଜବ ଧମକ, କହିଲା …କରୋନା ଟିକା ନେଲେ ଭାଙ୍ଗି ଯିବ ସମ୍ପର୍କ

ଭୁବନେଶ୍ୱର: କରୋନା ମହାମାରୀରୁ ରକ୍ଷା ପାଇବା ପାଇଁ ଟିକା ହେଉଛି ଏକମାତ୍ର ଉପାୟ, ତଥାପି କିଛି ଲୋକ ଟିକାକରଣ ପାଇଁ ପ୍ରସ୍ତୁତ ନୁହଁନ୍ତି। ବ୍ରିଟେନର ଜଣେ ପ୍ରେମିକ ତାଙ୍କ ପ୍ରେମିକାଙ୍କୁ ଧମକ ଦେଇଛି ଯେ ଯଦି ସେ ଟିକା ନିଅନ୍ତି ତେବେ ସେ ତାଙ୍କ ସହ ଥିବା ସମ୍ପର୍କ ଭାଙ୍ଗି ଦେବେ।…

ଏ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ମାଛ, ଦାମ ଏତେ ଯେ କିଣିଦେବେ ଘର ସହ BMW କାର

ଭୁବନେଶ୍ୱର: ଆପଣ ନିଶ୍ଚିତ ଭାବରେ ମାଛ ବଜାରରୁ କିଣୁଥିବେ । କେତେବେଳେ ଖାଇବା ପାଇଁ ତା ଆଉ କେତେବେଳେ ଆକ୍ୱାରିୟମରେ ରଖିବା ପାଇଁ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଗୋଟିଏ ମାଛ ପାଇଁ କୋଟି ଟଙ୍କା ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।…

ନୂତନ ଏକ୍ସାଇଜ୍ ପଲିସି, ଏହି ତାରିଖରୁ ବନ୍ଦ ହୋଇଯିବ ୨୬୦ ଟି ଘରୋଇ ମଦ ଦୋକାନ

ଭୁବନେଶ୍ୱର: ରାଜଧାନୀ ଦିଲ୍ଲୀର ସମସ୍ତ ଘରୋଇ ମଦ ଦୋକାନ ଆସନ୍ତା ମାସରେ ବନ୍ଦ ହୋଇଯିବ, କେବଳ ସରକାରୀ ଦୋକାନ ଖୋଲିବ। ନଭେମ୍ବର ୧୭ ରୁ ନୂଆ ଏକ୍ସାଇଜ୍ ପଲିସି ଅନୁଯାୟୀ ନୂଆଦିଲ୍ଲୀରେ ନୂଆ ଦୋକାନ ଖୋଲାଯିବ, ସେପର୍ଯ୍ୟନ୍ତ କେବଳ ସରକାରୀ ଦୋକାନରେ ମଦ ବିକ୍ରି ହେବ। ଜାତୀୟ ଗଣମାଧ୍ୟମ ଜି…

ନଦୀରେ ବୁଡିଗଲା ଯାତ୍ରୀବାହୀ ଡ଼ଙ୍ଗା, ୧୧ ମୃତ

ଭୁବନେଶ୍ୱର: ନଦୀରେ ବୁଡିଗଲା ଯାତ୍ରୀବାହୀ ଡଙ୍ଗା । ଦୁର୍ଘଟଣାରେ ୧୧ ଜଣ ମୃତ୍ୟୁ ବରଣ କରିଥିବା ବେଳେ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ୮ ଜଣଙ୍କ ମୃତଦେହ ଉଦ୍ଧାର ପାଇଁ ଉଦ୍ୟମ ଚାଲିଛି । ମହାରାଷ୍ଟ୍ରର ଅମରାବତୀରେ ଗାଲେଗାଓଁ ଅଞ୍ଚଳରେ ଏହି ଘଟଣା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି…

ଭୁବନେଶ୍ବର ଧଉଳିରୁ ସ୍ବିଗି ଡେଲିଭରି ବୟ ଅପହରଣ ଘଟଣା, ମଧ୍ୟପ୍ରଦେଶରୁ ଜଣେ ଯୁବତୀଙ୍କ ସହ ଠାବ ହେଲେ ଅପହୃତ ପତିତପାବନ

ଭୁବନେଶ୍ୱର: ଅପହରଣ ନୁହେଁ ବରଂ ପ୍ରେମ ପାଇଁ ଅପହରଣର ନାଟକ ରଚିଥିଲେ ଡେଲିଭରି ବୟ ପତିତପାବନ ପୃଷ୍ଟି ଓରଫ ଚିକୁନ । ବିବାହିତ ଥାଇ ମଧ୍ୟ ଅନ୍ୟ ଜଣେ ଯୁବତୀଙ୍କ ସହ ଥିଲା ଚିକୁନଙ୍କ ସମ୍ପର୍କ । ପତ୍ନୀଙ୍କୁ ଛାଡ଼ି ପ୍ରେମିକା ସହ ଜୀବନ ବିତାଇବା ପାଇଁ ଅପହରଣ ଭଳି ଏକ ଷଡଯନ୍ତ୍ର ରଚିଥିବା ଘଟଣା…

ତ୍ରୁଟି କି ଭୁଲ ଦେଖିଲେ ସହି ପାରନ୍ତି ନାହିଁ ଏହି ୫ ଟି ରାଶିର ବ୍ୟକ୍ତି, ତୁରନ୍ତ କହିଦିଅନ୍ତି

ଭୁବନେଶ୍ୱର: ପ୍ରତ୍ୟେକ ଲୋକ ଅନ୍ୟମାନଙ୍କର ଅଭାବ ଏବଂ ଗୁଣଗୁଡିକ ଖୋଜିବାରେ ଲାଗନ୍ତି । କିନ୍ତୁ କିଛି ଲୋକ ଏମିତି ବି ଅଛନ୍ତି କି ଯେଉଁମାନେ ତ୍ରୁଟି ଖୋଜି ଅଭିଯୋଗ କରିବାକୁ ମଧ୍ୟ ପଛଘୁଞ୍ଚା ଦିଅନ୍ତି ନାହିଁ । ଏପରିକି ସେମାନେ ଯେକୌଣସି ପରିସ୍ଥିତିରେ ବି ତ୍ରୁଟି ଖୋଜିଥାନ୍ତି । କର୍କଟ…

ଏ ହେଉଛନ୍ତି ଭାରତର କୋଟିପତି କ୍ରିକେଟର, ହେଲେ ଜାଣିଛନ୍ତି କେଉଁ ଖେଳାଳି.. କେଉଁ ସରକାରୀ ପଦବୀରେ ଅଛନ୍ତି ?

ଭୁବନେଶ୍ୱର: ସଚିନ ତେନ୍ଦୁଲକର ଏବଂ ପୂର୍ବତନ ଅଧିନାୟକ ଏମଏସ ଧୋନି ନିଜ ଖେଳ ପାଇଁ ବିଶ୍ୱରେ ଯେତେ ପ୍ରସିଦ୍ଧ, ସେମାନଙ୍କ ରୋଜଗାରକୁ ନେଇ ମଧ୍ୟ ସେମାନେ ସେତିକି ଚର୍ଚ୍ଚିତ । ପ୍ରତିଦିନ କୋଟି ଟଙ୍କା ରୋଜଗାର କରୁଥିବା ଏହି କ୍ରିକେଟରମାନେ ମଧ୍ୟ ସରକାରୀ ଚାକିରୀ କରନ୍ତି। କେବଳ ଏତିକି ନୁହେଁ,…

ଭୁଲରେ ବି କରନ୍ତୁ ନାହିଁ ୧୧ ଟଙ୍କାର ଏହି ରିଚାର୍ଜ, ନଚେତ ଆକାଉଣ୍ଟ ହୋଇପାରେ ଖାଲି

ଭୁବନେଶ୍ୱର : ଦିନକୁ ଦିନ ସାଇବର ଠକେଇ ଏତେ ମାତ୍ରାରେ ବୃଦ୍ଧି ପାଇଛି ଯେ ପ୍ରତ୍ୟେକ ପଦକ୍ଷେପରେ ସତର୍କ ରହିବା ଆବଶ୍ୟକ ହୋଇପଡିଛି। ଯଦି ଆପଣ ସାବଧାନ ନୁହଁନ୍ତି, ତେବେ ଆପଣ ଯେକୌଣସି ସମୟରେ ମଧ୍ୟ ଠକାମୀର ଶିକାର ହୋଇପାରନ୍ତି । ମହାରାଷ୍ଟ୍ରର ଥାନାର ଜଣେ ବାସିନ୍ଦାଙ୍କ ସହ ଏଭଳି ଏକ…

ଖୋର୍ଦ୍ଧା ନୂଆଗଡ଼ ମୋରମରସିଂହ ଗାଁରେ ଅଘଟଣ, ନାଳ ପାଣିରେ ଭାସି ଯୁବକ ମୃତ

ଭୁବନେଶ୍ୱର: ନାଳ ପାଣିରେ ଭାସି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ନୂଆଗଡ ଗ୍ରାମପଞ୍ଚାୟତ ମୋରମରସିଂହ ଗ୍ରାମର ୨୯ ବର୍ଷୀୟ ଯୁବକ କମ୍ବେଶ୍ୱର ପାଟ୍ଟଶାଣୀ। କମ୍ବେଶ୍ୱର ଆଜି ସକାଳୁ ସକାଳୁ ବିଲକୁ ଫସଲ ଦେଖିବାକୁ ଯାଇଥିଲେ । ତେବେ ନାଳ ପାର ହେଉଥିବା ବେଳେ…