ଭୁବନେଶ୍ୱର: ସପ୍ତାହରେ କିଛି ଷ୍ଟକ୍ ନିବେଶକଙ୍କୁ ଜବରଦସ୍ତ ରିଟର୍ନ ଦେଇଛି । UY Fincorp Ltd., Atam Valves Ltd., Adani Power (Adani Power Ltd.) ଏବଂ Raj Rayon (Raj Rayon Industries)।
U Y Fincorp
UY Fincorp ର ଏହି ଷ୍ଟକ୍ ଗତ ସପ୍ତାହରେ ୫୮.୯୭ ପ୍ରତିଶତ ରିଟର୍ନ ଦେଇଛି । ଗତ ସପ୍ତାହରେ ଯଦି କୌଣସି ନିବେଶକ ଏହି ଷ୍ଟକ୍ ରେ ୧ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ, ତେବେ ସପ୍ତାହର ଶେଷ ସୁଦ୍ଧା ସେ ୧ ଲକ୍ଷ ୫୮ ହଜାର ଟଙ୍କା ପାଇଥାନ୍ତେ ।
Atam Valves
ଏହି ଷ୍ଟକ ଗୋଟିଏ ସପ୍ତାହରେ ୪୬.୪୬ ପ୍ରତିଶତ ରିଟର୍ନ ଦେଇଛି । ଗତ ସପ୍ତାହରେ ଯଦି କେହି ଏହି ଷ୍ଟକ୍ ରେ ୧ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ, ତେବେ ସପ୍ତାହ ଶେଷ ସୁଦ୍ଧା ସେ ୧ ଲକ୍ଷ ୪୬ ହଜାର ଟଙ୍କା ପାଇଥାନ୍ତେ ।
Adani Power
ଅଧିକ ରିଟର୍ଣ୍ଣ ଦେଉଥିବା ଷ୍ଟକ୍ ମଧ୍ୟରେ ଆଦାନୀ ପାୱାରର ୩ ନମ୍ବରରେ ଥିଲା। ଗୋଟିଏ ସପ୍ତାହରେ ଏହି ଷ୍ଟକ୍ ୪୧.୯୯ ପ୍ରତିଶତ ରିଟର୍ନ ଦେଇଛି। ଏହି ଯଦି କେହି ଷ୍ଟକ୍ ରେ ୧ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ, ତେବେ ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ ୧ ଲକ୍ଷ ୪୨ ହଜାର ଟଙ୍କାର ମାଲିକ ହୋଇଥାନ୍ତେ ।
Raj Rayon Industries
ରାଜ ରେୟୋନର ଏହି ପେନି ଷ୍ଟକ୍ ୩୮.୨ ପ୍ରତିଶତ ରିଟର୍ନ ଦେଇଛି। ଯଦି କେହି ଏହି ପେନ୍ ଷ୍ଟକ୍ ରେ ୧ ଲକ୍ଷ ଟଙ୍କା ବିନିଯୋଗ କରିଥାନ୍ତେ,ତେବେ ସେ ୧ ଲକ୍ଷ ୩୮ ହଜାର ଟଙ୍କା ପାଇଥାନ୍ତେ ।