ଭୁବନେଶ୍ୱର: ଯଦି ଆପଣଙ୍କ ବଜେଟ ୧୦ ଲକ୍ଷ । ୧୦ ଲକ୍ଷରୁ କମ ମୂଲ୍ୟରେ ଏକ ଦମଦାର କାର କିଣିବାକୁ ଚାହାଁନ୍ତି । ତେବେ ଆମେ ଆପଣଙ୍କୁ ୫ ଟି ଏଭଳି କାର ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ସହଜରେ ଭାରତୀୟ ବଜାରରେ ପାଇବେ।
୧୦ ଲକ୍ଷ ତଳେ ଶ୍ରେଷ୍ଠ ୫ କାର
୧ . ହୁଣ୍ଡାଇ ଗ୍ରାଣ୍ଡ i10 ନିଓସ୍ – ୭.୨୨ ଟଙ୍କା – ୮.୫୧ ଲକ୍ଷ ଟଙ୍କା ।
୨. ଟାଟା ଆଲଟ୍ରୋଜ – ୭.୪୨ ଟଙ୍କା – ୧୦.୧୫ ଲକ୍ଷ ଟଙ୍କା ।
୩. କିଆ ସୋନେଟ୍ – ୮.୮୯ ଟଙ୍କା – ୧୩.୭୯ ଲକ୍ଷ ଟଙ୍କା ।
୪. ମହିନ୍ଦ୍ରା ବୋଲେରୋ ନିଓ – ୯.୨୯ ଟଙ୍କା – ୧୧.୭୮ ଲକ୍ଷ ଟଙ୍କା ।
୫. ମହିନ୍ଦ୍ରା ବୋଲେରୋ – ୯.୩୧ – ୧୦.୨୪ ଲକ୍ଷ ଟଙ୍କା।