• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

OMMCOM NEWSbyOMMCOM NEWS
December 17, 2022
in Odia

ଭୁବନେଶ୍ୱର: ଭାରତରେ ମୁକ୍ତିଲାଭ ଦିନ ‘ଅବତାର’ ବକ୍ସ ଅଫିସରେ ପ୍ରାୟ ୪୦ କୋଟି ଟଙ୍କା ସଂଗ୍ରହ କରିଥିଲା, କିନ୍ତୁ ପ୍ରଥମ ଦିନର ଆୟ ଦୃଷ୍ଟିରୁ ଏହା ‘ଆଭେଞ୍ଜର୍ସ: ଏଣ୍ଡଗେମ୍’କୁ କାଟି ପାରିନଥିଲା, ଯାହା ବିଶ୍ୱର ସଂଗ୍ରହ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନରେ ରହିଛି। କିନ୍ତୁ, ପ୍ରଥମ ସ୍ଥାନରେ ରହିଛି ଜେମ୍ସ କାମେରୋନଙ୍କ ‘ଅବତାର’ ମୁଭି। ଆସନ୍ତୁ ଜାଣିବା ଦୁନିଆର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ବିଷୟରେ।

ଅବତାର: ଯେତେବେଳେ ୨୦୦୯ ରେ ଜେମ୍ସ କାମେରୋନଙ୍କ ‘ଅବତାର’ ରିଲିଜ୍ ହୋଇଥିଲା, ସେତେବେଳେ ଏହି ଫିଲ୍ମ ଦର୍ଶକଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ‘ଅବତାର’ ସାରା ବିଶ୍ୱରେ ୨୪୧ ବିଲିୟନରୁ ଅଧିକ ଟଙ୍କା ସଂଗ୍ରହ କରିଛି।

ଆଭେଞ୍ଜର୍ସ: ଏଣ୍ଡଗେମ୍ – ଆଭେଞ୍ଜର୍ସ ଫ୍ରାଞ୍ଚାଇଜ୍ ର ୨୦୧୯ ରେ ବକ୍ସ ଅଫିସରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା। ମିଡିଆ ରିପୋର୍ଟ ଅନୁଯାୟୀ, ‘ଆଭେଞ୍ଜର୍ସ: ଏଣ୍ଡଗେମ୍’ ସାରା ବିଶ୍ୱରେ ୨୩୧ ବିଲିୟନରୁ ଅଧିକ ଆୟ କରିଥିଲା।

ଟାଇଟାନିକ୍: ରିଲିଜ୍ ହେବାର ପ୍ରାୟ ୨୪ ବର୍ଷ ପରେ ମଧ୍ୟ ସିନେମା ଜଗତରେ ଜେମ୍ସ କାମେରୋନଙ୍କ ‘ଟାଇଟାନିକ୍’ ବିଶେଷ ଗୁରୁତ୍ୱ ବହନ କରିଥିଲା। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ‘ଟାଇଟାନିକ୍’ର ସଂଗ୍ରହ ୧୮୨ ବିଲିୟନରୁ ଅଧିକ ଅଟେ।

ଷ୍ଟାର୍ ୱାର୍ସ: ଏହି ଚଳଚ୍ଚିତ୍ର ୨୦୧୫ ମସିହାରେ ଆସିଥିଲା। ‘ଷ୍ଟାର୍ ୱାର୍ସ: ଏପିସୋଡ୍ VII ‘ ର ସର୍ବଭାରତୀୟ ସଂଗ୍ରହ ୧୭୧ ବିଲିୟନ ଟଙ୍କା ଅତିକ୍ରମ କରିଥିଲା।

ଆଭେଞ୍ଜର୍ସ: ମିଡିଆ ରିପୋର୍ଟ ଅନୁଯାୟୀ, ‘ଆଭେଞ୍ଜର୍ସ: ଇନଫିନିଟି ୱାର୍’ ସାରା ବିଶ୍ୱରେ ୧୬୯ ବିଲିୟନରୁ ଅଧିକ ଆୟ କରିବାରେ ସଫଳ ହୋଇଥିଲା ।

ସ୍ପାଇଡର୍-ମ୍ୟାନ୍: ମିଡିଆ ରିପୋର୍ଟ ଅନୁଯାୟୀ, ‘ସ୍ପାଇଡର୍-ମ୍ୟାନ୍: ନୋ ୱେ ହୋମ୍’ ସାରା ବିଶ୍ୱରେ ପ୍ରାୟ ୧୫୮ ବିଲିୟନ ଟଙ୍କା ରୋଜଗାର କରିଥିଲା।

ଜୁରାସିକ୍ ୱାର୍ଲ୍ଡ: ମିଡିଆ ରିପୋର୍ଟ ଅନୁଯାୟୀ,’ଜୁରାସିକ୍ ୱାର୍ଲ୍ଡ’ ସାରା ବିଶ୍ୱରେ ୧୩୮ ବିଲିୟନରୁ ଅଧିକ ଆୟ କରିଥିଲା।

ଦି ଲାୟନ କିଙ୍ଗ: ମିଡିଆ ରିପୋର୍ଟ ଅନୁଯାୟୀ,’ଦି ଲାୟନ କିଙ୍ଗ’ ସାରା ବିଶ୍ୱରେ ୧୩୭ ବିଲିୟନରୁ ଅଧିକ ଟଙ୍କା ସଂଗ୍ରହ କରିଛି।

 

Tags: 'AvatarFilmgrossing film
Previous Post

‘Pathaan’ Controversy Likely To Reach MP Assembly

Next Post

Angul Police Arrests 15 Dreaded Criminals In 3 Days; Pistols, Bombs Seized

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Odia

ଘରୁ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ! କେବଳ କରିବାକୁ ପଡିବ ଏହି ଛୋଟ ଉପାୟ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Odia

ଘରୁ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ! କେବଳ କରିବାକୁ ପଡିବ ଏହି ଛୋଟ ଉପାୟ

December 17, 2022
Next Post

Angul Police Arrests 15 Dreaded Criminals In 3 Days; Pistols, Bombs Seized

French players celebrate at the end of the World Cup quarter final football match between England and France, at the Al Bayt Stadium in Al Khor, Qatar on Sunday, December 11, 2022

France Ready For 'Any Scenario' And Trying To Deal With Emotions Ahead Of Final: Deschamps

CSIR's 'One Week, One Lab' Campaign From Jan 6, 2023

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist