• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ନୂଆ ଲୁକ ପାଇଁ ଚର୍ଚ୍ଚାରେ ଅକ୍ଷୟ କୁମାର

OMMCOM NEWSbyOMMCOM NEWS
January 23, 2021
in Odia

ଖିଲାଡୀ ଷ୍ଟାର ଅକ୍ଷୟ କୁମାର ସବୁ ବେଳେ ଭିନ୍ନ ଭିନ୍ନ ଚରିତ୍ରରେ ଦେଖାଦେଇ ଦର୍ଶକମାନଙ୍କ ହୃଦୟରେ ରାଜ କରୁଛନ୍ତି | ତାଙ୍କର ଆଗାମୀ ଚଳଚିତ୍ରରେ ରାଉଡି ଲୁକରେ ଦେଖାଦେବେ ଅକ୍ଷୟ | ‘ବଚ୍ଚନ ପାଣ୍ଡେ’ ଫିଲ୍ମର ଗୋଟେ ଫୋଟୋ ସୋସିଆଲ ମିଡ଼ିଆରେ ଖୁବ ଚର୍ଚାରେ |

ଗୋଟେ ବର୍ଷରେ ଅନେକ ଚଳଚିତ୍ର ପୁଣି ଭିନ୍ନ ଭିନ୍ନ ଗେଟଅପରେ ଦେଖା ଦେଉଥିବା ଷ୍ଟାର ହେଉଛନ୍ତି ଅକ୍ଷୟ କୁମାର | ଯେଉଁଠି ତାଙ୍କର ଅନେକ ଚଳଚିତ୍ର ରିଲିଜ ପାଇଁ ଲାଇନରେ ଅଛି , ସେଠି ପୁଣି ଗୋଟେ ଚଳଚିତ୍ର ପାଇଁ ସେ ଅଂଟା ଭିଡିଛନ୍ତି | ଆଗାମୀ ଚଳଚିତ୍ର ‘ବଚ୍ଚନ ପାଣ୍ଡେ’ର ସୁଟିଂ ପାଇଁ ପ୍ରସ୍ତୁତି ଚାଲିଛି | ସେଥିରେ ଗୋଟେ ଭିନ୍ନ ଚରିତ୍ରରେ ନଜର ଆସିବେ ଅକ୍ଷୟ |

‘ବଚ୍ଚନ ପାଣ୍ଡେ’ ଚଳଚିତ୍ରର ଘୋଷଣା ପରେ ପରେ ସୋସିଆଲ ମିଡିଆରେ ଅକ୍ଷୟଙ୍କ ନୂଆ ଗେଟଅପ ଏବେ ଭାଇରାଲ ହେବାରେ ଲାଗିଛି | ଦାଢ଼ି ଭର୍ତି ମୁହଁ , ବେକରେ ମୋଟା ଚେନ , ନୀଳରଙ୍ଗର ଆଖି(ବାମ )ଏବଂ ମଥାରେ ସ୍କାରଫ ଭିଡିଥିବା ଅକ୍ଷୟଙ୍କ ଫଟୋକୁ ଅନେକ ଗୁଡିଏ ଲାଇକ ଆଉ ସେୟାର ମିଳିଛି | ଏଥିରୁ ଜଣାଯାଏ ଯେ, ଏହି ଗେଟଅପ ବହୁତ ଆକର୍ଷଣୀୟ ଏବଂ ପସନ୍ଦ ଯୋଗ୍ୟ ହେଇଛି ଦର୍ଶକମାନଙ୍କୁ | ଏହି ଫଟୋ ସାଥେ ଅକ୍ଷୟ ଏକ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି ,” ଦର୍ଶକମାନଙ୍କ ପାଇଁ ଏହାର ଗୋଟେ ଲୁକ ହିଁ ଯଥେଷ୍ଟ ଏବଂ ଏହା ଆଗାମୀ ୨୦୧୨ ମସିହା ଜାନୁଆରୀ ୨୬ ରେ ରିଲିଜ ହେବାର ଯୋଜନା ରହିଛି ”|

୨୦୨୦ ମସିହାରେ ରିଲିଜ ପାଇଁ ଫୁଲ ଦମରେ ପ୍ରସ୍ତୁତ ଥିଲା ଅକ୍ଷୟଙ୍କ ‘ସୂର୍ଯ୍ୟବଂସମ’ କିନ୍ତୁ କରୋନା ଭାଇରସର ଆଗମନ ଆଉ ଚାରିଆଡେ ଲକଡାଉନ ନିମନ୍ତେ ଏହାର ରିଲିଜ ତାରିଖ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ କରିଦିଆଗଲା | ଖାଲି ସେତିକି ନୁହେଁ ଅକ୍ଷୟଙ୍କ ଆଗାମୀ ଚଳଚିତ୍ର ମଧ୍ୟରେ ରହିଛି ‘ପୃଥ୍ୱୀରାଜ’ , ‘ଅତରଙ୍ଗୀ ରେ’ , ‘ବେଲ ବଟମ’ ଇତ୍ୟାଦି ଯାହା ଦର୍ଶକମାନଙ୍କୁ ଭରପୁର ମନୋରଞ୍ଜନର ଖୋରାକ ଯୋଗାଇବ |

Tags: Akshay KumarBachchan Pandey
Previous Post

ପ୍ରତିବାଦ କରିବାରୁ ଆକ୍ରମଣ : ରୁହ ମୋ ବାପାଙ୍କୁ ଡାକୁଛି

Next Post

BKU Leader Accuses Govt Of Acts To Disrupt Tractor Rally

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

BKU Leader Accuses Govt Of Acts To Disrupt Tractor Rally

Room With Ventilator, Oxygen Ready In AIIMS, In Anticipation Of Lalu

When Bose Backed Nehru On Corralling The Princes

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist