• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଆସିଲାନି ଆମ୍ବୁଲାନ୍ସ , ଆସିଲା କଲ୍ ସେଣ୍ଟରରୁ କଲ୍ ,କହିଲେ ..କେମିତି ଲାଗିଲା ସେବା ?

Debasish MaharanabyDebasish Maharana
April 24, 2021
in Odia

ଭୁବନେଶ୍ୱର: କଲ୍ କରିବାର ୨୪ ଘଣ୍ଟା ପରେ ମଧ୍ୟ ରୋଗୀଙ୍କ ନିକଟରେ ପହଞ୍ଚିପାରିଲାନି ଆମ୍ବୁଲାନ୍ସ। ହେଲେ କଲ୍ ସେଣ୍ଟରର କର୍ମକର୍ତ୍ତା ପରଦିନ ଫୋନ୍ କରି ସେବାଗୁଡିକ କିପରି ଲାଗିଲା ସେନେଇ ପଚାରିଥିଲେ ,ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଥିଲା ।

ନୋଏଡାରର ହୋମସ୍ -୧୨୧ ର ବାସିନ୍ଦା ଦୀନେଶ ସିଂ କହିଛନ୍ତି ଯେ ଗୁରୁବାର ହୋମ ଆଇସୋଲେସନରେ ଥିବା ଜଣେ କରୋନା ରୋଗୀଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ ବିଗିଡି ଯାଇଥିଲା । ନିଶ୍ୱାସ ନେବାରେ ସମସ୍ୟା ଦେଖାଦେଇଥିଲା । ଫଳରେ ତାଙ୍କ ପରିବାର 108 କଲ୍ ସେଣ୍ଟରକୁ ଫୋନ୍ କରି ଆମ୍ବୁଲାନ୍ସ ପଠାଇବାକୁ କହିଥିଲେ,। ସେଠାରେ ରୋଗୀର ସମ୍ପୂର୍ଣ୍ଣ ବିବରଣୀ ନିଆଯାଇଥିଲା ଏବଂ କୁହାଯାଇଥିଲା ଯେ ଆମ୍ବୁଲାନ୍ସ ଆଗାମୀ ୩୦ ରୁ ୩୫ ମିନିଟ ମଧ୍ୟରେ ଠିକଣା ସ୍ଥଳରେ ପହଂଚିଯିବ। ସମୟ ଗଡିଚାଲିଥିଲା , ହେଲେ ଆମ୍ବୁଲାନ୍ସର କୌଣସି ଖୋଜ ଖବର ନଥିଲା । କଲ୍ ସେଣ୍ଟରକୁ ବାରମ୍ବାର ଫୋନ କରିବା ପରେ ମଧ୍ୟ କୌଣସି ପ୍ରତିକ୍ରିୟା ମିଳି ନଥିଲା।

ଏହା ପରେ ରୋଗୀଙ୍କୁ ନେବାକୁ ଘରୋଇ ଆମ୍ବୁଲାନ୍ସ ମଧ୍ୟ ଅନୁରୋଧ କରାଯାଇଥିଲା, କିନ୍ତୁ ସମସ୍ତେ ଆସିବାକୁ ମନା କରିଦେଇଥିଲେ। ନୋଏଡାର ପ୍ରତ୍ୟେକ ଡାକ୍ତରଖାନାକୁ ମଧ୍ୟ ଫୋନ କରାଯାଇଥିଲା, କିନ୍ତୁ କେହି ଫୋନ ଉଠାଇ ନଥିଲେ। ଶେଷରେ ଏକ PPE କିଟ୍ କିଣାଯାଇ ରୋଗୀର ପୁଅକୁ ଦିଆଗଲା । ପୁଅ ଏହି କିଟ୍ ପିନ୍ଧି ବାପାଙ୍କୁ ଏକ କାରରେ ନେଇ ଦିଲ୍ଲୀର ହୋଲି ଫ୍ୟାମିଲି ହସ୍ପିଟାଲକୁ ନେଇଥିଲେ। ସେଠାରେ ରୋଗୀଙ୍କୁ ଭର୍ତ୍ତି କରାଯାଇଥିଲା।

ଦୀନେଶ ସିଂ କହିଛନ୍ତି ଯେ ୧୦ ରୁ ଅଧିକ ଲୋକ ଆମ୍ବୁଲାନ୍ସ ଫୋନ କରି ଡାକିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା। ହେଲେ ପରଦିନ ଯେତେବେଳେ ମୁଁ କଲ ସେଣ୍ଟରରୁ ଏକ କଲ ପାଇଲି ଏବଂ ମୋତେ ପଚରାଗଲା କି ଆପଣଙ୍କୁ ଆମ ଆମ୍ବୁଲାନ୍ସ ସେବା କେମିତି ଲାଗିଲା । ଏହାଠାରୁ ଆଉ ଦୁର୍ଭାଗ୍ୟଜନକ ଘଟଣା ଆଉ କଣ ହୋଇପାରେ ବୋଲି ପ୍ରଶ୍ନ କରିଛନ୍ତି ଦୀନେଶ।

 

Tags: 108 AmbulanceCall CentreCorona Patientsdelhi newsPPE kit
Previous Post

Uttarakhand Avalanche: 8 Dead, 384 Safely Rescued

Next Post

Covid-19 Situation Has Improved In Western Odisha: CBK Mohanty

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Covid-19 Situation Has Improved In Western Odisha: CBK Mohanty

5 Killed In Targeted Shootings In Kabul

୫ ଘଣ୍ଟାରେ ''ଭାରତୀୟ ସେନା'' ନିର୍ମାଣ କଲା ୧୦୦ ବେଡ ବିଶିଷ୍ଟ କୋଭିଡ୍ ହସ୍ପିଟାଲ

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist