• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ସମୟସୀମା ପୂର୍ବରୁ ଆଫଗାନିସ୍ତାନ ମାଟି ଛାଡିଲା ଆମେରିକୀୟ ସେନା, ଅଚଳ କଲେ ବିମାନ ସହ ରକେଟ ଡିଫେନ୍ସ ସିଷ୍ଟମ

OMMCOM NEWSbyOMMCOM NEWS
August 31, 2021
in Odia

ଭୁବନେଶ୍ୱର: ତାଲିବାନର ସମୟସୀମା ଶେଷ ହେବାର ୨୪ ଘଣ୍ଟା ପୂର୍ବରୁ ଆମେରିକୀୟ ସେନା ଆଫଗାନିସ୍ତାନର ମାଟି ଛାଡ଼ିଛି। ୩୧ ଅଗଷ୍ଟ ଅର୍ଥାତ୍ ଆଜି ଥିଲା ଶେଷ ସମୟସୀମା । କିନ୍ତୁ, ମଧ୍ୟରାତ୍ରିରେ ଆମେରିକା ଆଫଗାନିସ୍ତାନରୁ ନିଜର ସେନା ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ବର୍ତମାନ ଆଫଗାନିସ୍ତାନ ପରିସ୍ଥିତି ସାରା ବିଶ୍ୱରେ ଚିନ୍ତାର କାରଣ ପାଲଟିଛି।

ଆମେରିକାର ସେନା ଫେରି ଆସିଛି, କିନ୍ତୁ ପ୍ରତ୍ୟାହାର ପୂର୍ବରୁ ଆମେରିକା ସେନା ଆଫଗାନିସ୍ତାନରେ ନିୟୋଜିତ ଅନେକ ବିମାନକୁ ନଷ୍ଟ କରିଦିଛନ୍ତି , ଯାହାକି ସେ କେବେ ଆଉ ଆକାଶରେ ଉଡ଼ି ପାରିବ ନାହିଁ। ଏହା ବ୍ୟତୀତ ଆମେରିକା ସେନା ଆଫଗାନିସ୍ତାନରେ ଉପସ୍ଥିତ ଥିବା ରକେଟ ପ୍ରତିରକ୍ଷା ପ୍ରଣାଳୀକୁ ମଧ୍ୟ ଧ୍ୱଂସ କରିଦେଇଛି। ବର୍ତ୍ତମାନ ସେଗୁଡିକ ଆଉ ବ୍ୟବହାର ଉପଯୋଗୀ ନାହିଁ।

ଆଫଗାନିସ୍ତାନରୁ ଆମେରିକାର ସେନା ପ୍ରତ୍ୟାହାର ପରେ ତାଲିବାନ ଦ୍ୱାରା ଆତଙ୍କ କିପରି ସୃଷ୍ଟି ହେବ ତାହାର ଚିତ୍ର ପ୍ରକାଶ ପାଇବାରେ ଲାଗିଛି। ବାସ୍ତବରେ ଆଫଗାନିସ୍ତାନରୁ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ତାଲିବାନ ଯୁଦ୍ଧବିମାନ କାନ୍ଦାହାର ଆକାଶରେ ବ୍ଲାକ୍ ହକ୍ ହେଲିକପ୍ଟର ଉଡାଉଛି। ହେଲିକପ୍ଟରରେ ଜଣେ ବ୍ୟକ୍ତିଙ୍କୁ ଲଟକାଇ ଆକାଶରେ ଉଡୁଥିବା ଦେଖିବାକୁ ମିଳିଛି, ତେବେ ହେଲିକପ୍ଟରରେ କାହାକୁ ଲଟକାଯାଇଥିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଯାହାର ଏକ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

 

Tags: afganisthanAmerican militaryrocket defense
Previous Post

PM Speaks To Assam CM Over Flood Situation, Assures All Help

Next Post

Puducherry Speaker Suffers Mild Heart Attack, Hospitalised

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Puducherry Speaker Suffers Mild Heart Attack, Hospitalised

Mumbai & MMR Get Heavy Rains, One Feared Drowned

BSF Trooper Found Dead In J&K's Rajouri

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist