• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ମାତାଲ ନାଲକୋ ଅଫିସରଙ୍କ ଉନ୍ମତ୍ତ କାଣ୍ଡ ,ଦେଖନ୍ତୁ ସିସି ଟିଭିର ପୁରା ଚିତ୍ର

Snigdha Chandan DasbySnigdha Chandan Das
October 21, 2020
in Odia
Nalco Officials

ଅନୁଗୁଳ ଜିଲ୍ଲା ନାଲକୋନଗର ଅଞ୍ଚଳରେ ନିଶାଶକ୍ତ ତିନି ନାଲକୋ ଅଫିସରଙ୍କ ଉନ୍ମତ୍ତକାଣ୍ଡ । ହୋଟେଲରେ ମଦ ପିଇ ହେଲେ ମାତାଲ । ଆଉ ସାମାନ୍ୟ କଥାରେ ଅନ୍ୟ ଗ୍ରାହକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ । ସୂଚନା ନାଲକୋ ନଗର ଥାନା ଅନ୍ତର୍ଗତ ୫୫ଜାତୀୟ ରାଜପଥ ପାର୍ଶ୍ୱ ଠାରେ ଥିବା ଭୋଜନବାର ହୋଟେଲରେ କାଣ୍ଡସର ଗ୍ରାମର ଦୁଇ ସାଙ୍ଗ ଖାଇ ବସିଥିଲେ ।

ସେହି ସମୟରେ ନାଲକୋର ତିନି ଅଫିସର ମାତାଲ ଅବସ୍ଥାରେ ଅନ୍ୟ ଦୁଇ ଜଣଙ୍କୁ ଅସଭ୍ୟ ଭାଷାରେ ଗାଳି କରିଥିଲେ ।ଏହାକୁ ନେଇ କଥା କଟା କଟି ଓ ବଚସା ହୋଇଥିଲା । ପରେ ୩ ନାଲକୋ ଅଫିସର ସଂପୃକ୍ତ ଦୁଇ ସାଙ୍ଗଙ୍କୁ ଆକ୍ରମଣ କରିଥିଲେ । ଜଣେ ପ୍ରାଣ ବିକଳରେ ପଳାଇ ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ହୋଟେଲରେ ଗୋଡାଇ ଗୋଡ଼ାଇ ପିଟିଥିଲେ ।

ଏପରିକି ପାଖରେ ପଡିଥିବା ଏକ ଲୁହା ଛଡ଼ ଓ ପଥରରେ ମଧ୍ୟ ଆକ୍ରମଣ କରିଥିଲେ ତିନି ମାତାଲ ଅଫିସର । ଉକ୍ତ ଆକ୍ରମଣ ଘଟଣା ହୋଟେଲର ସିସିଟିଭିରେ କଏଦ ହୋଇଛି । ଆକ୍ରମଣ ଶିକାର ହୋଇ ଜଣେ ଗୁରୁତର ହୋଇଛନ୍ତି। ପରେ ଘଟଣା ସ୍ଥଳରୁ କୌଶଳ କ୍ରମେ ଖସି ଯାଇ ନାଲକୋ ଥାନାର ଦ୍ଵାରସ୍ଥ ହୋଇଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ବର୍ତ୍ତମାନ ସୁଧା କାହାକୁ ଗିରଫ କରାଯାଇନାହିଁ।

Tags: CCTVNalco Officials
Previous Post

ରିଲାଏନ୍ସ jio 5G ଟେକ୍ନୋଲୋଜିର ସଫଳ ପରୀକ୍ଷଣ, ଖୁବ୍ ଶୀଘ୍ର ହେବ ଭାରତରେ ଲଞ୍ଚ ।

Next Post

ଆଜି ବି ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କୁ ତିଆରି କରିଲା ବେଳେ ଭଗବାନ ଦ୍ଵନ୍ଦ ରେ ପଡିଯାଇଥିଲେ, ଡାକ୍ତର ଆର୍ଶ୍ଚର୍ଯ୍ୟ ହୋଇଯାଇଥିଲେ

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

He Made This Woman

ଆଜି ବି ଏମିତି ଜଣେ ମହିଳା ଅଛନ୍ତି, ଯାହାଙ୍କୁ ତିଆରି କରିଲା ବେଳେ ଭଗବାନ ଦ୍ଵନ୍ଦ ରେ ପଡିଯାଇଥିଲେ, ଡାକ୍ତର ଆର୍ଶ୍ଚର୍ଯ୍ୟ ହୋଇଯାଇଥିଲେ

Woman Found Dead In Cuttack, Family Alleges Murder

Know About The Three Major Shakti Peethas In Odisha

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist