Odia

ଏମିତି କାହିଁକି ନାଚିଲେ ଅପସରା ?,ଭାଇରାଲ ହେଉଛି ଅପସରା ଙ୍କ ଡ୍ୟାନ୍ସ ଭିଡ଼ିଓ ।

କିଛିମାସ ତଳେ ଚର୍ଚ୍ଚାରେ ଥିବା ବଲିଉଡ୍‌ ଅଭିନେତ୍ରୀ ଅପସରା ରାଣୀଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।ଯେଉଁ ଭିଡିଓକୁ ଶ୍ରେୟା ବାନାର୍ଜୀ ନିଜ ଇଷ୍ଟାଗ୍ରାମ ପେଜ୍‌ରେ ସେୟାର କରିଛନ୍ତି।

ଗୋଆରେ ବଲିଉଡର ହାସ୍ୟ ଅଭିନେତା ରାଜପାଲ ଯାଦବଙ୍କ ସହ ଅପସରା ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ। ବର୍ତ୍ତମାନ ଏହି ଭିଡିଓଟିକୁ ୩ ହଜାର ୟୁଜର ଦେଖି ସାରିଲେଣି। ଗତ ମାସ ତଳେ ଅପସରାଙ୍କୁ ନେଇ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହୋଇଥିଲା

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close