ଭୁବନେଶ୍ୱର: ଅନେକ ସମୟରେ ଆପଣମାନେ JCB କୁ ନିର୍ମାଣ, ଖନନ କାର୍ଯ୍ୟ କରୁଥିବା ଦେଖିଥିବେ, କିନ୍ତୁ ଆପଣ କେବେ JCB ମେସିନ ଦ୍ୱାରା ଚୋରି କରୁଥିବାର ଘଟଣା ଦେଖିଛନ୍ତି କି ? ଜେସିବି ସାହାଯ୍ୟରେ ଜଣେ ଚୋର ଏଟିଏମ୍ ତାଡି ନେବା ଘଟଣା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି।
While in other states JCB bulldozers are used to remove illegal enroachments of rioters.
In Maharashtra’s Sangli, JCB bulldozer was used to loot a ATM machine in
Such is the fearlessness of goons. pic.twitter.com/XSmBbv7Qnr
— #DextrousNinja?? (@DextrousNinja) April 24, 2022
ମହାରାଷ୍ଟ୍ରର ସାଙ୍ଗଲି ଗ୍ରାମରେ ଘଟିଛି ଏହି ଘଟଣା । ମିଳିଥିବା ସୂଚନା ଅନୁଯାୟୀ, ଏଟିଏମ୍ ମେସିନରେ ୨୭ ଲକ୍ଷ ଟଙ୍କା ଥିଲା। ଚୋରର ଏହି ପଦ୍ଧତି ଦେଖି ସୋସିଆଲ ମିଡିଆରେ ଅନେକ ଲୋକ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି । ଏହି ଭିଡିଓଟି ୟୁଟ୍ୟୁବ୍ ଚ୍ୟାନେଲ୍ ଭାଇରାଲ୍ ଷ୍ଟ୍ରିଙ୍ଗରରେ ସେୟାର କରାଯାଇଛି ।