• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ସ୍ନାନବେଦୀରେ ଗଜାନନ ବେଶରେ ଚତୁର୍ଦ୍ଧାମୂର୍ତ୍ତି

OMMCOM NEWSbyOMMCOM NEWS
June 24, 2021
in Odia

ପୁରୀ : ଆଜି ପବିତ୍ର ସ୍ନାନଯାତ୍ରା | ସ୍ନାନ ବେଦୀକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି | ରଥଯାତ୍ରାର ଆଦ୍ୟପର୍ବ ତଥା ସ୍ନାନବେଦୀରେ ସମ୍ପୂର୍ଣ୍ଣ ନୀତିକାନ୍ତି ପରେ ହାତୀ ବେଶରେ ବିଶ୍ୱବାସୀଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ |

ନିର୍ଘଣ୍ଟ ଅନୁଯାୟୀ, ନିଶାର୍ଦ୍ଧରେ ଘଣ୍ଟ, ଘଣ୍ଟା, କାହାଳୀ ବାଜିବା ସହ ଚତୁର୍ଦ୍ଧାମୂର୍ତ୍ତି ଧାଡ଼ି ପହଣ୍ଡିରେ ରତ୍ନ ସିଂହାସନରୁ ଓହ୍ଲାଇ ଆସିଥିଲେ ସ୍ନାନ ମଣ୍ଡପକୁ | ପ୍ରଥମେ ସୁଦର୍ଶନ,ପ୍ରଭୁ ବଳଭଦ୍ର ତା ପଛକୁ ଦେବୀ ସୁଭଦ୍ର ଓ ଶେଷରେ ବିଜେ କରିଥିଲେ ଶ୍ରୀ ଜଗନ୍ନାଥ | ମଙ୍ଗଳ ଆଳତି, ମଇଲମ, ତଡପଲାଗି, ଅଧର ପୋଛା ଶେଷ ହେବାପରେ ୧୦୮ ଗରା ଜଳରେ ସ୍ନାନ କରିଥିଲେ ଶ୍ରୀଜିଉ | ଏହି ମହାସ୍ନାନ ପରେ ଗଜବେଶ ଧାରଣ କରିଥିଲେ ମହାପ୍ରଭୁ |

ଗଜପତି ମହାରାଜା ଆଜି ଛେରାପହରା କଲେ ନାହିଁ | ତେବେ ଦିନ ୧୧ଟା ବେଳକୁ ଗଜପତିଙ୍କ ପ୍ରତିନିଧି ମୁଦିରସ୍ତ ଛେରାପହରା ବିଧି ସମ୍ପାଦନା ପରେ ଶ୍ରୀଜୀଉମାନଙ୍କ ହାତୀବେଶ କରାଗଲା |

କରୋନା କଟକଣାରେ ସମ୍ପୂର୍ଣ୍ଣ ରୀତିନୀତି ସହ ଆଗେଇ ଚାଲିଛି ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ସୁଦର୍ଶନଙ୍କ ନୀତିକାନ୍ତି | କରୋନା କଟକଣାକୁ ଦୃଷ୍ଟିରେ ରଖି ଏବର୍ଷ ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା |ସ୍ନାନଯାତ୍ରାରେ ନିୟୋଜିତ ସମସ୍ତ ସେବାୟତ, ପ୍ରଶାସନିକ କର୍ମଚାରୀ ଓ ପୋଲିସ କର୍ମଚାରୀଙ୍କ କୋଭିଡ ଟେଷ୍ଟ କାର୍ୟ୍ୟ ସମାପ୍ତ ହୋଇଛି | ଶ୍ରୀମନ୍ଦିର ଚତୁଃ ପାଶ୍ୱର୍ରେ ୧୪୪ ଧାରା ଲାଗୁ କରାଯାଇଛି |

Tags: ‘Hati Besha’ On Snana PurnimaCOVID 19Puri Jagannatha Templepuri rathayatraSnanapurnima
Previous Post

US Begins Study On Covid Vax During Pregnancy, Postpartum

Next Post

Shah Meets Modi Ahead Of All Party Meet, Discusses Security In J&K

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Shah Meets Modi Ahead Of All Party Meet, Discusses Security In J&K

Rahul Gandhi Records Statement In Surat Court In Defamation Case

ସାଇକେଲରେ ବ୍ରେଡ ଆଉ ଅଣ୍ଡା ବିକ୍ରି କରୁଥିବାର ନଜର ଆସିଲେ ସୋନୁ ସୁଦ, ଦେଖନ୍ତୁ ଭିଡିଓ

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist