• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଅଫେରା ରାଇଜରେ ସିନେ ଅଭିନେତା ରାଇମୋହନ ପରିଡା

OMMCOM NEWSbyOMMCOM NEWS
June 24, 2022
in Odia

ଭୁବନେଶ୍ୱର: ଓଡ଼ିଆ ସିନେ ଅଭିନେତା ରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା | ପଳାଶୁଣି ପ୍ରାଚୀ ବିହାର ଘରୁ ରାଇମୋହନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି | ଆତ୍ମହତ୍ୟାର କାରଣ ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି |

ଅଭିନେତା ରାଇମୋହନ ପରିଡ଼ାଙ୍କ ଜନ୍ମ ୧୯୬୩ ମସିହା ଜୁଲାଇ ୧୦ ରେ | କେନ୍ଦୁଝରରେ ଜନ୍ମ ନେଇଥିବା ରାଇମୋହନଙ୍କର ପିଲାବେଳୁ ଅଭିନୟ ପ୍ରତି ଦୁର୍ବଳତା ରହିଥିଲା | ସ୍କୁଲ ଓ କଲେଜରେ ପଢ଼ିବା ବେଳେ ମଧ୍ୟ ନାଟକରେ ଭାଗ ନେଇ ପୁରସ୍କୃତ ହୋଇଥିଲେ | ଅଭିନୟ ପ୍ରତି ତାଙ୍କର ରୁଚି ଦେଖି ତାଙ୍କ ବାପା ଭୁବନେଶ୍ୱର ଉତ୍କଳ ସଙ୍ଗୀତ ମହାବିଦ୍ୟାଳରେ ନାମ ଲେଖେଇଦେଲେ | ବାସ ତା ପରଠୁ ତାଙ୍କର ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିଲା ଅଭିନୟ ଜୀବନ | ଫିଲ୍ମ, ସିରିଏଲ, ଥିଏଟର, ଯାତ୍ରା ଆଦିରେ ଅଭିନୟ କରି ସେ ନିଜ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି|

ଆଉ ଶୁଭିବନି ” ହେଇ ଅନାନି …ନାଇ ନାଇ ନାଇମ ” ସଂଳାପ | ଅଭିନୟରେ ବାରମ୍ବାର ମୃତ୍ୟୁବରଣ କରୁଥିବା କଳାକାରଙ୍କର ବାସ୍ତବ ଜୀବନରେ ଏଭଳି ମୃତ୍ୟୁକୁ କେହି ଗ୍ରହଣ କରିପାରୁନାହାନ୍ତି | ଏପରି ଖବର ଓଲିଉଡ ସିନେପ୍ରେମୀଙ୍କୁ ଶକ୍ତ ଝଟକା ଦେବା ସହ ଦୁଃଖରେ ମ୍ରିୟମାଣ ହେଇପଡିଛନ୍ତି ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର କଳାକାର ଓ ଟେକନିସିଆନଗଣ |

Tags: OdishaNewsOmmcomNewsଅଭିନେତା ରାଇମୋହନ ପରିଡାଭୁବନେଶ୍ୱରରାଇମୋହନ ପରିଡ଼ାଙ୍କ ଆତ୍ମହତ୍ୟା
Previous Post

Indian Hockey Team On A Mission To Win Maiden Medal At World Cup: Captain Savita

Next Post

CM Naveen Shares Odisha’s Achievements On Food Security At WFP Headquarters In Rome

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Oppn Leaders Protest Against Agnipath Scheme In Bihar Assembly

Wooden Ramp To Be Built For People With Disabilities At Marina Beach

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist