• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ରାକ୍ଷୀଙ୍କୁ ନିନ୍ଦା : ପାକିସ୍ତାନର ଜାତୀୟ ପତାକା ଉତ୍ତୋଳନ କରିଥିଲେ

Sunmoon MohantybySunmoon Mohanty
September 23, 2020
in Odia
Rakhi Sawant

ମୁମ୍ବାଇ: ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା ରାକ୍ଷୀ ସାୱନ୍ତ ଏବେ ଦେଶଦ୍ରୋହୀର ଆଖ୍ୟା ପାଇଛନ୍ତି, ଯାହା ତାଙ୍କ ଫ୍ୟାନ ମାନଙ୍କ ପାଇଁ ଦୁଃଖର କାରଣ ପାଲଟିଛି | ଏହି ଆଖ୍ୟା ତାଙ୍କର କିଛି ବିବାଦୀୟ ଫଟୋ ପୋଷ୍ଟ ପାଇଁ |

View this post on Instagram

I love my india ?? but its my character in the film ? dhara 370

A post shared by Rakhi Sawant (@rakhisawant2511) on May 8, 2019 at 1:44am PDT

ଫଟୋରେ ସେ ଏକ ପାକିସ୍ତାନୀ ପତାକା ଧରିଥିବାର ଦେଖାଯାଏ ଏବଂ ଆଉ ଗୋଟେ ଫଟୋରେ ପାକିସ୍ଥାନୀ ପତାକାକୁ ନିଜ ଛାତିରେ ଧରିଛନ୍ତି , ଯାହା ତାଙ୍କ ପାକିସ୍ଥାନୀ ଦେଶପ୍ରେମର ଅନୁଭୂତି ପ୍ରଦାନ କରୁଛି | ଜଣାଯାଏ ଏ ଫଟୋଟି ୨୦୧୯ ମସିହାର |

View this post on Instagram

A post shared by Rakhi Sawant (@rakhisawant2511) on Aug 14, 2020 at 6:16am PDT

ଗତ ବର୍ଷ ପାକିସ୍ତାନର ଜାତୀୟ ପତାକା ଉତ୍ତୋଳନ କରିଥିବାରୁ ରାଖୀଙ୍କୁ କଡା ନିନ୍ଦା କରାଯାଇଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏକ ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ହେତୁ ସେ ପତାକା ଧରିଛନ୍ତି | ସେ ଲେଖିଛନ୍ତି, “ମୁଁ ମୋର ଭାରତକୁ ଭଲ ପାଏ କିନ୍ତୁ ଫିଲ୍ମ ‘ ଧାରା ୩୭୦ ‘ ରେ ଏହା ମୋର ଚରିତ୍ର ଅଟେ |

View this post on Instagram

A post shared by Rakhi Sawant (@rakhisawant2511) on May 5, 2020 at 5:24am PDT

ସିନେମାର କାହାଣୀ ଅନୁଯାଇ ଚରିତ୍ର ଚିତ୍ରଣ କରାଯାଇଥାଏ | ଏହି ଚରିତ୍ରକୁ ନିଭେଇବା ପାଇଁ ଅଭିନେତା ବା ଅଭିନେତ୍ରୀ ତାଙ୍କର ମନ ପ୍ରାଣ ଦେଇ ପରିଶ୍ରମ କରିଥାନ୍ତି | ଫିଲ୍ମ ଟି ପରଦା କୁ ଆସିବା ପରେ ଜଣାଯାଏ ଅଭିନୟର ପରାକାଷ୍ଠା କାହାର କେତେ ?

View this post on Instagram

A post shared by Rakhi Sawant (@rakhisawant2511) on May 5, 2020 at 5:24am PDT

ସେଥିପାଇଁ ଅଭିନେତାମାନେ ଏହାକୁ ଦାଇତ୍ୱ ଓ କର୍ତବ୍ୟ ଭାବି କାର୍ଯ୍ୟ କରିଥାନ୍ତି | ଚଳଚ୍ଚିତ୍ର ” ଧାରା ୩୭୦ ” ରେ ପାକିସ୍ଥାନୀ ପତାକାକୁ ନିଜ ଛାତିରେ ଧରିବାର ଏକ ସଟ ଥିଲା , ରାକ୍ଷୀ ଏହି ଚରିତ୍ରକୁ ନିଖୁଣ ଭାବେ ନିଭେଇଛନ୍ତି |

View this post on Instagram

A post shared by Rakhi Sawant (@rakhisawant2511) on Apr 20, 2020 at 5:46pm PDT

ତାଛଡା ରାକ୍ଷୀ ଏମିତି ରେ ବିବାଦରେ ରହିବାକୁ ଭଲପାଆନ୍ତି ବା ବିବାଦ ତାଙ୍କ ପିଛା ଛାଡେନି କହିଲେ ଅତ୍ୟୁକ୍ତି ହେବ ନାହିଁ | ଏହି କିଛି ଦିନ ହେବ ଭାରତରେ କଙ୍ଗନା ରାନାୱତ ମଧ୍ୟ ନିଜ କାର୍ଯ୍ୟକଳାପ ପାଇଁ ଚର୍ଚ୍ଚାରେ ରହିଛନ୍ତି | କଙ୍ଗନା ରାନାୱତଙ୍କୁ ରାକ୍ଷୀ ଦୃଢ ନିନ୍ଦା କରିଛନ୍ତି।

View this post on Instagram

Kya jalwa hai,sath me halwa bhi hai

A post shared by Rakhi Sawant (@rakhisawant2511) on Jan 9, 2020 at 10:15pm PST

Tags: RAKHIrakhi-sawant
Previous Post

ସୋନୁ ସୁଦଙ୍କୁ ଫ୍ରଡ଼ କହିଥିବା ବ୍ୟକ୍ତିଙ୍କୁ ଜବାବ ଦେଲେ ସୋନୁ , ମୋତେ ଟ୍ରୋଲ କହିବା ପୂର୍ବରୁ ଅନ୍ୟଙ୍କୁ ସାହାଯ୍ୟ କର

Next Post

‘COVID Week’ Awareness Campaign To Begin In Ganjam From Sept 24

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

'COVID Week' Awareness Campaign To Begin In Ganjam From Sept 24

Cuttack Excise Sleuths Nab 3 Ganja Smugglers, Vehicle With Contraband Seized

TV Star Disha Parmar Tests Covid Positive

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist