• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଭୁଲିଗଲେ ମାନବିକତା : ଯୁବକଙ୍କର ମୃତ୍ୟୁ ପରେ ଶବକୁ ଛୁଇଁଲେନି ଗାଁ ଲୋକ, ଟ୍ରଲିରେ ନେଲେ ମୃତଦେହ

Debasish MaharanabyDebasish Maharana
August 6, 2020
in Odia
Corona Scare

ଭୁବନେଶ୍ୱର: କାନ୍ଧ ନ ମିଳିବରୁ ଟ୍ରଲିରେ ଶବ ନେବା ଘଟଣା ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ଜିଲ୍ଲା କୋଣାର୍କ ଥାନା ଅନ୍ତର୍ଗତ ମାଙ୍କରଗୋରଡ଼ି ଗ୍ରାମରେ ।

ଏହି ଗାଁର ସନାତନ ରାଉତଙ୍କ ଏକ ମାତ୍ର ପୁଅ ସାଧୁଆ ଜିଛିଦିନ ହେଲା ଜ୍ଜ୍ବରରେ ପୀଡିତ ହୋଇଥିଲେ । ଗତ ୩ ତାରିଖରେ ତାଙ୍କୁ ଗୋପ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ଡାକ୍ତର ତାଙ୍କୁ ଟାଇଫଏଡ଼ ଚିକିତ୍ସା କରିବା ସହ କୋଭିଡ ପରୀକ୍ଷା ପାଇଁ ପୁରୀ ରେଫର କରିଥିଲେ ।

୪ ତାରିଖରେ ପୁରୀ ମେଡିକାଲରେ ଓପିଡି ବନ୍ଦ ଥିବାରୁ ତାଙ୍କୁ ଫେରାଇ ଦେଇଥିଲା । ୫ ତାରିଖ ସକାଳେ ସେ ଭୁବନେଶ୍ୱର ଯିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ସକାଳ ୬ ତାରେ ତାଙ୍କର ମୃତ୍ୟୁ ହୋଇଥିଲା ।

ମୃତ ପରେ ତାଙ୍କ ଶବ ଉଠାଇବା ପାଇଁ କୁଟୁମ୍ବ କିମ୍ବା ଗାଁ ଲୋକେ କରୋନା ଭୟରେ କେହି ଆସି ନଥିଲେ । କୋଣାର୍କ ଏନ ଏ ସି କର୍ତ୍ତୃପକ୍ଷ ପିପି କିଟ ଯୋଗାଇବା ପରେ ସାଧୁଆଙ୍କ ଭିଣୋଇ,ପିଇସା,ମଉସା ଓ ଜଣେ ସମ୍ପର୍କୀୟ ଭାଇ ଗାଁ ମଶାଣିରେ ଶବ ସତ୍କାର କରିଥିଲେ ।

Tags: Corona ScareCorona Scare Denies Dignity To DeadDignity to deadKonarkOdishaPuri
Previous Post

Odisha COVID-19 Death Toll Touches 235 As 10 More Pass Away

Next Post

Moderna Taps Into AWS To Boost Covid-19 Vaccine Research

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
agri
OMC
DMF SCHOLARSHIP-2023

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Moderna Taps Into AWS To Boost Covid-19 Vaccine Research

Odisha: Online Registration For Darshan At Puri Jagannath Temple

Smoke rises in the aftermath of a massive explosion in Beirut, Lebanon, Tuesday, Aug. 4, 2020. (AP Photo/Hassan Ammar)

Beirut Blasts Toll Reaches 135, State Of Emergency Declared

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist