• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଗୋଲମରିଚ ସେବନ ଦ୍ୱାରା ଭଲ ହେଇଯାଉଛି କରୋନା ? ଜାଣନ୍ତୁ ଖବର ପଛର ସତ୍ୟତା

Debasish MaharanabyDebasish Maharana
September 10, 2020
in Odia
Black Pepper

ନୂଆଦିଲ୍ଲୀ: ନିକଟରେ ସୋସିଆଲ ମିଡିଆରେ ଏକ ନୂଆ ମେସେଜ ଭାଇରାଲ ହେବାରେ ଲାଗିଛି । ଯେଉଁ ମେସେଜରେ କୁହାଯାଉଛି ଯେ, ଗୋଲମରିଚ ବ୍ୟବହାର ଦ୍ୱାରା କରୋନାକୁ ରୋକାଯାଇପାରିବ । ଏହା ମଧ୍ୟ ଲେଖାଯାଇଥିଲା ଯେ ପଣ୍ଡିଚେରୀ ମେଡିକାଲ କଲେଜର ଜଣେ ଛାତ୍ର ଏହାକୁ ତିଆରି କରିଛନ୍ତି। ଏଥିସହ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଧ୍ୟ ଏହାକୁ ଅନୁମୋଦନ କରିଛି ।

ଉଲ୍ଲେଖଥାଉ କି, ଏହା ସତ୍ୟ ଯେ ଶହ ଶହ ବର୍ଷ ଧରି ଆମ ଦେଶରେ ଅନେକ ରୋଗ ପାଇଁ ଗୋଲମରିଚ ଖିଆଯାଏ । ଆୟୁର୍ବେଦରେ ଏହାକୁ ନେଇକି ଅନେକ ଔଷଧ ମଧ୍ୟ୍ୟ ପ୍ରସ୍ତୁତ କରାଯାଏ ।

ଏହା ମଧ୍ୟ ସତ୍ୟ ଯେ ଏକଦା ହଳଦୀ କେବଳ ଚିକିତ୍ସା ଉଦ୍ଦେଶ୍ୟରେ ବ୍ୟବହୃତ ହେଉଥିଲା । ଖାଦ୍ୟ ମସଲା ଭାବରେ ଏହାର ଉପଯୋଗୀତା ପରେ ଆରମ୍ଭ ହେଲା । ତେଣୁ 16-17 ଶତାବ୍ଦୀରେ ଭାରତରେ ଉତ୍ପାଦିତ ଗୋଲମରିଚ ବିକ୍ରି ହୋଇଥିଲା ।

ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟ କ’ଣ କହିଲା ?

ଯେତେବେଳେ କିଛି ସାମ୍ବାଦିକ ଏହାର ସତ୍ୟତା ପାଇଁ ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସହ ଯୋଗାଯୋଗ କଲେ, ସେମାନେ ଏହି ଖବରକୁ ନକଲି ବୋଲି ସ୍ପଷ୍ଟ ଭାବରେ କହିଥିଲେ ।

କଣ କହେ WHO ?

WHO ଏହାର ୱେବସାଇଟ୍ ଜରିଆରେ ଏଭଳି କୌଣସି ଔଷଧକୁ ଅସ୍ୱୀକାର କରିଛି । ବିଭ୍ରାନ୍ତିକର ଖବରକୁ ରୋକିବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ପୃଥକ ବିଭାଗ ପ୍ରସ୍ତୁତ କରିଛି, ଯାହା କ୍ରମାଗତ ଭାବରେ ଅପଡେଟ୍ ହେଉଛି । ଅନ୍ୟ କେଉଁଠାରେ, ଯଦି କୌଣସି ଗୁଜବ କିମ୍ବା ମିଥ୍ୟା ଖବର ଭାଇରାଲ ହେଉଛି, ସେଠାରେ ମଧ୍ୟ୍ୟ WHO ଖବରର ସତ୍ୟତା ନେଇ ମଧ୍ୟ୍ୟ ଯାଞ୍ଚ କରେ ।

Tags: Black PepperCoronavirusFighting CoronavirusWHO
Previous Post

Nitish Seeks BJD’s Support For RS Deputy Chairman’s Post

Next Post

Centre Issues New Guidelines For Exams In Times Of Covid-19

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Centre Issues New Guidelines For Exams In Times Of Covid-19

Sunny Leone

ବିଗ ବି ଅମିତାଭଙ୍କ ପରେ ସନ୍ନି ଲିଓନ , ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି କହିଲେ ..

Mamata Lifts Lockdown To Facilitate NEET 2020

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist