• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଗୁଟଖା ଖାଉଥିଲେ ଆପଣକୁ ମିଳିବ ପୁରସ୍କାର ! ଜାଣନ୍ତୁ କେଉଁଠି ମିଳିବ ଫର୍ମ ଆଉ କିଏ ଦେବ ପୁରସ୍କାର

Debasish MaharanabyDebasish Maharana
May 14, 2022
in Odia

ଭୁବନେଶ୍ୱର: ଯଦି ଆପଣ ଗୁଟଖା ଖାଉଛନ୍ତି, ତେବେ ଆମେ ଆପଣଙ୍କୁ ଏକ ଫଟୋ ଦେଖାଇବାକୁ ଯାଉଛୁ । ଏହି ଫଟୋ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ଯେଉଁମାନେ ଗୁଟଖା ଖାଆନ୍ତି ସେମାନଙ୍କୁ ପୁରସ୍କାର ମିଳିବ । ଗୁଟଖା ଖାଉଥିବା ଲୋକ ଧୀରେ ଧୀରେ ୭ ଟି ପୁରସ୍କାର ପାଇବେ । ଏଥିରେ ଗୁଟଖା ଖାଉଥିବା ଲୋକଙ୍କୁ କେଉଁ ପୁରସ୍କାର ଦିଆଯିବ, ସବୁକିଛି କୁହାଯାଇଛି ।

ପୁରସ୍କାର ତାଲିକାର ପ୍ରଥମରେ ରହିଛି କର୍କଟ ରୋଗ । ଯଦି ଜଣେ ବ୍ୟକ୍ତି ଗୁଟଖା ଖାଇବା ବନ୍ଦ ନ କରନ୍ତି, ତେବେ ଶେଷ ପୁରସ୍କାର ଭାବରେ ସ୍ମଶାନ ଯିବା ନିଶ୍ଚିତ । ଏହାର ଫର୍ମ କେଉଁଠୁ ପାଇବ ତାହା ମଧ୍ୟ କୁହାଯାଇଛି । ପୁରସ୍କାର ବିତରଣର ମୁଖ୍ୟ ଅତିଥି ଭାବରେ ଯମରାଜଙ୍କ ନାମ ଲେଖାଯାଇଛି । ଗୁଟଖା ଖାଇବା ଦ୍ୱାରା କର୍କଟ ରୋଗ ହୋଇଥାଏ । ତଥାପି, ଲୋକମାନେ ଏହାକୁ ଖାଉଛନ୍ତି ।

Tags: Ban on GutkhaCremation GroundGutkha
Previous Post

Bowbazar Cracks To Delay Kolkata East-West Metro Project Further

Next Post

କ୍ରେଟା,ହ୍ୟାରିଅର୍ କୁ କଡା ଟକ୍କର ଦେବାକୁ ଆସୁଛି ରେନଲ୍ଟ ର ନୂଆ ଡଷ୍ଟର, ନୂଆ ଲୁକ କରୁଛି ପାଗଳ

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Man Found Hanging In Police Lockup In Bhopal, Judicial Probe Ordered

Global Digital Transformation Spending To Reach $1.8 Trillion This Year

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist