• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ମୃତ ଛୁଆକୁ ଶୁଣ୍ଢରେ ଧରି ବଗିଚାରେ ଘୁରି ବୁଲିଲା ହାତୀ, ଭାବପ୍ରବଣ କଲା ଭାଇରାଲ ଭିଡିଓ

Debasish MaharanabyDebasish Maharana
May 28, 2022
in Odia

ଭୁବନେଶ୍ୱର: ମା ର ମମତା ସମସ୍ତଙ୍କ ପାଇଁ ସମାନ । ସେ ମଣିଷ ହେଉ କି ପଶୁ। ପଶ୍ଚିମବଙ୍ଗର ଜଲପାଇଗୁରିରେ ଏହାର ଏକ ଜୀବନ୍ତ ଉଦାହରଣ ଦେଖିବାକୁ ମିଳିଛି । ହାତୀ ତା’ର ମୃତ ସନ୍ତାନକୁ ଶୁଣ୍ଢରେ ଧରି ଘଣ୍ଟା ଘଣ୍ଟା ଘୁରି ବୁଲୁଥିଲା। ଦେଖିଲେ ଲାଗୁଥିଲା , ଯେମିତି ମା ହାତୀ ମାନିବାକୁ ନାରାଜ ଯେ ତା ଛୁଆ ଏ ଦୁନିଆରେ ଆଉ ନାହିଁ । ହେଲେ ସେ ପରା ମା …ତାକୁ କିଏ ବୁଝେଇବ। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏଭଳି ଏକ ଯନ୍ତ୍ରଣାଦାୟକ ଭିଡିଓକୁ ଦେଖିଲେ ଆପଣ ମଧ୍ୟ ଭାବପ୍ରବଣ ହୋଇଯିବେ, ଆଖିରୁ ଲୁହ ଜକେଇ ଆସିବ।

ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବର ଅନୁଯାୟୀ ଶୁକ୍ରବାର ଦିନ ଜଲପାଇଗୁରିର ଏକ ଚା ବଗିଚାରେ ଏକ ହାତୀ ଛୁଆର ମୃତ୍ୟୁ ହୋଇଥିଲା । ମା ହାତୀଟି ନିଜ ମୃତ କୁ ଧରି ପ୍ରାୟ ୭ କିଲୋମିଟର ପର୍ଯ୍ୟନ୍ତ ନେଇ ଯାଇଥିଲା । ଯାହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ।

ଖବର ପାଇ ବନ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। କିନ୍ତୁ ଜଙ୍ଗଲ କର୍ମଚାରୀମାନେ ମୃତ ହାତୀ ଛୁଆକୁ ନିଜ ମା’ଠାରୁ ଅଲଗା କରିପାରିନଥିଲେ । କାରଣ ମା ହାତୀ କୌଣସି ପରିସ୍ଥିତିରେ ନିଜ ଛୁଆ ଛାଡିବାକୁ ପ୍ରସ୍ତୁତ ନଥିଲା।

Tags: Elephantelephant carry childelephant video
Previous Post

Venkaiah Naidu To Unveil Karunanidhi’s Statue

Next Post

Water Down Construction Norms Near Defence Establishments: Goa To Defence Ministry

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

PM Modi Plays Gujarati Card In Rajkot

Illegal Arms Racket Busted In Puri, 7 Held

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist