ଭୁବନେଶ୍ୱେର : ପରଲୋକରେ ଲୋକପ୍ରିୟ ଅଭିନେତା ରବି ମିଶ୍ର । ସେ ଅନେକ ବଡ ବଡ ଫିଲ୍ମରେ କମେଡିଆନ୍ ଅଭିନୟ କରି ଅନେକ ଚର୍ଚ୍ଚା ସାଉଁଟିଥିଲେ ।ଗୋପାଳ ଚରିତ୍ର ରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।
ତାଙ୍କର ହୃଦ ଘାତରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱର ର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତାଙ୍କର ଏହିଭଳି ଅକାଳ ମୃତୁ କୁ ନେଇ ସାରା ଓଡ଼ିଆ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି ।