• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନାଁ ରେ ମାମଲା ରୁଜୁ

OMMCOM NEWSbyOMMCOM NEWS
April 21, 2021
in Odia

ସମ୍ବଲପୁର : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଭିସିଙ୍କ ନାଁରେ ବୁର୍ଲା ଥାନାରେ ମାମଲା ରୁଜୁ | ଆତ୍ମହତ୍ୟା ପ୍ରସଙ୍ଗକୁ ନେଇ ବିଶ୍ୱବିଦ୍ୟାଳୟ କୁଳପତି ସଞ୍ଜିବ ମିତ୍ତଲଙ୍କ ସହ ଅନ୍ୟ ଦୁଇ ଅଧିକାରୀ ଙ୍କ ନାଁ ରେ ମାମଲା ରୁଜୁ | ଗତ କାଲି ଠିକା କର୍ମଚାରୀଙ୍କ ମୃତ୍ୟୁ ପରେ ତାଙ୍କ ପୁଅଙ୍କ ଅଭିଯୋଗ କ୍ରମେ ମାମଲା ରୁଜୁ ହୋଇଛି |

ମିଳିଥିବା ସୂଚନା ମୁତାବିକ, ସମ୍ବଲପୁର ବିଶ୍ୱବିଦ୍ୟାଳୟ ପ୍ରଶାସନିକ ବିଭାଗରେ ଠିକା କର୍ମଚାରୀ ଭାବେ କାର୍ୟ୍ୟରତ ଥିଲେ ଦୀନବନ୍ଧୁ ମିଶ୍ର | ଚାକିରୀ ନିୟମିତ କରିବାକୁ ସେ ବାରମ୍ବାର ଦାବି କରିଆସୁଥିଲେ | ଏପରିକି ଚାକିରୀ ନିୟମିତ କରିବା ପାଇଁ କୋର୍ଟରୁ ଅର୍ଡର ଆଣିଥିଲେ ମଧ୍ୟ କାର୍ଯ୍ୟକାରୀ ହେଇପାରୁ ନ ଥିଲା | ନିୟମିତ ଚାକିରି ଓ ସର୍ବନିମ୍ନ ପାରିଶ୍ରମିକ ଦାବିରେ କୁଳପତିଙ୍କ ଚାମ୍ବର ସମ୍ମୁଖରେ ପେଟ୍ରୋଲ ଢାଳି ହୋଇ ସେ ଆତ୍ମାହୁତି ଉଦ୍ୟମ କରିଥିଲେ | ଗୁରୁତର ଅବସ୍ଥାରେ ତାଙ୍କୁ ସମ୍ବଲପୁରରୁ କଟକ ସ୍ଥାନାନ୍ତର କରିବା ବାଟରେ ଅନୁଗୁଳ ଠାରେ ତାଙ୍କର ମୃତ୍ୟୁ ହୋଇଥିଲା |

Tags: FIRsambalpur University VC
Previous Post

Andhra CID Looking For Absconding Ex-Minister For Morphing CM’s Video

Next Post

Maha Reports Record 568 Covid Deaths, Case Tally Crosses 4 Mn-Mark

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
agri
OMC
DMF SCHOLARSHIP-2023

Odisha: Death Toll Crosses 400 Mark As 10 More COVID-19 Deaths Reported

Maha Reports Record 568 Covid Deaths, Case Tally Crosses 4 Mn-Mark

Liberalised Pricing And Accelerated National Covid-19 Vaccination Strategy

Faf Du Plessis's 95 Not Out Powers CSK To 220/3

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist