• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଦେଖୁ ଦେଖୁ ବଦଳିଗଲା ଡେଲିଭରି ବଏଙ୍କ ଭାଗ୍ୟ, ୫୬ ହଜାରରୁ ଏବେ ୪ କୋଟିର ମାଲିକ

Debasish MaharanabyDebasish Maharana
August 22, 2022
in Odia

ଭୁବନେଶ୍ୱର: କେତେବେଳେ ଆଉ କେଉଁ ସମୟରେ ମଧ୍ୟ ବଦଳିଯାଇପାରେ ଆପଣଙ୍କ ଭାଗ୍ୟ । ଦିନେ ଯିଏ ନିଜର ସ୍ୱଳ୍ପ ଦରମା ପାଇଁ ଚାକିରୀ ଛାଡିଦେଇଥିଲା ,ଆଜି ସେ ପ୍ରାୟ ୪ କୋଟି ଟଙ୍କାର ମାଲିକ। କଥାଟା ଆପଣମାନଙ୍କୁ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ସତ। ଜଣେ ଆମାଜନ ଡେଲିଭରି ବଏ ରିସ୍କ ନେଇ ଆଜି ସେ କୋଟିପତି ହୋଇପାରିଛନ୍ତି। କୋଟିପତି ହୋଇଥିବା ଏହି ଡେଲିଭରି ବଏର ନାମ ହେଉଛି କୈଫ ଭାଟ୍ଟି (kaif bhatty)। ସେ ବ୍ରିଟେନର ଲଣ୍ଡନ ସହରର ବାସିନ୍ଦା। ଧନୀ ହେବା ପରେ ସେ ବର୍ତ୍ତମାନ ଦୁବାଇରେ ରହୁଛନ୍ତି।

ଡେଲି ଷ୍ଟାରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୈଫ ପୂର୍ବରୁ ଅତି ଗରିବ ଥିଲେ। ସେ ଲଣ୍ଡନର ଏକ ବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ। ୨୦୧୭ ରେ ସ୍ନାତକ ହାସଲ କରିବା ପରେ, କୈଫ ଆମାଜନର ଡେଲିଭରି ବଏ ଭାବରେ କାମ କରିବା ଆରମ୍ଭ କଲେ । ସେ ଦିନକୁ ୧୪ ଘଣ୍ଟା କାମ କରୁଥିଲେ, କିନ୍ତୁ ଏହାର ପ୍ରତିବଦଳରେ ତାଙ୍କର ଦରମା ବହୁତ କମ୍ ଥିଲା।

୨୮ ବର୍ଷ ବୟସରେ, କୈଫ ତାଙ୍କ କମ୍ ବେତନ ହେତୁ ଚାକିରି ଛାଡିବାକୁ ସ୍ଥିର କଲେ ଏବଂ ତାଙ୍କ ପାଖରେ ଥିବା ୭୦୦ ୟୁରୋ ଅର୍ଥାତ୍ ପ୍ରାୟ ୫୬ ହଜାର ଟଙ୍କାକୁ କ୍ରିପ୍ଟୋକରେନ୍ସିରେ ବିନିଯୋଗ କଲେ। କିଛି ଦିନ ପରେ,କୈଫ ୪ କୋଟି ଟଙ୍କାର ମାଲିକ ବନିଗଲେ। କୈଫ କହିଛନ୍ତି ଯେ ପ୍ରଥମେ ଯେତେବେଳେ ସେ ଆମାଜନର ଚାକିରି ଛାଡିଥିଲେ, ତାଙ୍କ ପିତାମାତା ଭବିଷ୍ୟତ ପାଇଁ ଚିନ୍ତିତ ଥିଲେ। ଅବଶ୍ୟ, ପରେ ଯେତେବେଳେ ସେ ସଫଳତା ପାଇଲେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏକ ବର୍ଷ ପରେ, କୈଫ ନିଜ ଦେଶ ଛାଡି ଦୁବାଇରେ ରହିବାକୁ ସ୍ଥିର କଲେ। ଦୁବାଇରେ ରହିବା ପାଇଁ କୈଫ ୪ କୋଟିର ଆପାର୍ଟମେଣ୍ଟ ଏବଂ ୨ କୋଟିର ବିଳାସପୂର୍ଣ୍ଣ ଏକ କାର ମଧ୍ୟ କିଣିଛନ୍ତି ।

 

Tags: AmazonCryptocurrencyDelivery Boykaif bhatty
Previous Post

Gujarat Police Foil Farmer’s Self-Immolation Bid

Next Post

Akhilesh Goes To Azamgarh To Meet Jailed SP Leader

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Akhilesh Goes To Azamgarh To Meet Jailed SP Leader

BWF World Championhips: Lakshya Sen Advances; Sai Praneeth, Malvika Bansod Crash Out

Balasore Flood Update: 156 Villages Affected, 40K People Evacuated, Says Collector 

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist