• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ସିକ୍ୟୁରିଟି ଗାର୍ଡ ଡ୍ୟୁଟି କରୁଛି କୁକୁର ! କାର ଦେଖିଲେ ଖୋଲୁଛି ଫାଟକ, ଭାଇରାଲ ଭିଡିଓ କରିପାରେ ଆପଣଙ୍କୁ ଚକିତ

OMMCOM NEWSbyOMMCOM NEWS
June 30, 2022
in Odia

ଭୁବନେଶ୍ୱର: ସିକ୍ୟୁରିଟି ଗାର୍ଡର କାମ ଅତ୍ୟନ୍ତ କଷ୍ଟସାଧ୍ୟ, କାରଣ ସେମାନଙ୍କୁ କେବଳ ଆସୁଥିବା ଏବଂ ଯାଉଥିବା ଲୋକଙ୍କ ଉପରେ ନଜର ରଖନ୍ତି ନାହିଁ ବରଂ ଫାଟକ ଖୋଲିବା ଏବଂ ବନ୍ଦ କରିବାକୁ ପଡ଼ିବ । ପ୍ରବେଶ ଆଉ ପ୍ରସ୍ଥାନ କରୁଥିବା ଲୋକଙ୍କୁ ରେଜିଷ୍ଟରରେ ନିଜ ନାଁ ଆଉ ଠିକଣା ପ୍ରବେଶ କରିବାକୁ ପଡ଼ିବ ।  ଯଦି ଆମେ ଆପଣଙ୍କୁ କହିବୁ ଯେ ଗୋଟିଏ କୁକୁର ମଧ୍ୟ ଏହି ସବୁ କାମ କରିପାରିବ, ତେବେ ଆପଣ କଣ ବିଶ୍ୱାସ କରିବେ ?

 

View this post on Instagram

 

A post shared by Discover Animals and wildlife (@animalogy_ig)

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ଗୋଟିଏ କୁକୁର ଘରର ଜଗୁଆଳି ଭାବରେ ନିୟୋଜିତ ହୋଇଛି। ସେ ଆସୁଥିବା ଏବଂ ଯାଉଥିବା ଲୋକମାନଙ୍କ ଉପରେ ନଜର ରଖୁଛି । କାରଟି ଦେଖିବା ପରେ କୁକୁରଟି ଫାଟକ ଖୋଲୁଛି । ଭାଇରାଲ ହୋଇଥିବା ଏହି ଭିଡିଓରେ ସିସିଟିଭି ଫୁଟେଜ ରୁ ରେକର୍ଡ କରାଯାଇଛି। ଗାର୍ଡ ଡ୍ୟୁଟି କରୁଥିବା ଏହି କୁକୁରର ଭିଡିଓ ସମସ୍ତଙ୍କୁ ଚକିତ କରିଛି। ଏହି ଭିଡିଓକୁ ୨ ଲକ୍ଷରୁ ଅଧିକ ଥର ଦେଖାଯାଇଛି ।

 

Tags: dog guarddog videoguardViral Video
Previous Post

New Indian Envoy Presents His Credentials To Nepal President

Next Post

NZ PM Urges Democratic Nations To Stand Firm As China Becomes ‘More Assertive’

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

NZ PM Urges Democratic Nations To Stand Firm As China Becomes 'More Assertive'

ଏମିତି ପରିବାର କେବେ ଦେଖିନଥିବେ, ପ୍ରତ୍ୟେକ ସଦସ୍ୟ ଏଠି ଡାକ୍ତର

Thousands Take Out Silent March In Udaipur, Demand Capital Punishment For Kanhaiya Lal's Killers

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist