୧୦ଟି ଆର୍ନ୍ତଜାତୀୟ ଦଳ ଓ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ କ୍ରିକେଟର୍

୧-ଅସଗର ଆଫଗାନ୍‌
ଆଫଗାନିସ୍ତାନ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ
ବାର୍ଷିକ ଦରମା : ୫.୮୩ ଲକ୍ଷ ଟଙ୍କା

୨-ମଶ୍ରାଫେ ମୋର୍ଟାଜା
ବାଂଲାଦେଶ କ୍ରିକେଟ୍ ଦଳର ଅଧିନାୟକ
ବାର୍ଷିକ ଦରମା : ୪୦ ଲକ୍ଷ

୩-ବାବର ଆଜାମ
ପାକିସ୍ତାନ କ୍ରିକେଟ୍ ଦଳର ଅଧିନାୟକ
ବାର୍ଷିକ ଦରମା : ୧.୩୨ କୋଟି

୪- ଜାସନ୍ ହୋଲ୍ଡର୍‌
ୱେଷ୍ଟଇଣ୍ଡିଜ୍ କ୍ରିକେଟ୍ ଦଳର ଅଲ୍‌ରାଉଣ୍ଡର
ବାର୍ଷିକ ଦରମା : ୧. ୮୦ କୋଟି

୫-ଫାପ୍ ଡୁ ପ୍ଲେସିସ୍‌
ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ
ବାର୍ଷିକ ଦରମା : ୨.୯୮ କୋଟି

୬-କେନ୍ ୱିଲିୟମ୍‌ସନ୍‌
ନ୍ୟୁଜ୍‌ଲ୍ୟାଣ୍ଡ କ୍ରିକେଟ୍ ଦଳର ଅଧିନାୟକ
ବାର୍ଷିକ ଦରମା : ୩.୪୭ କୋଟି

୭-ଦିନେଶ ଚାନ୍ଦିମାଲ
ଶ୍ରୀଲଙ୍କା କ୍ରିକେଟ୍ ଦଳର ୱିକେଟ୍ କିପର୍ – ବ୍ୟାଟ୍ସମ୍ୟାନ୍‌
ବାର୍ଷିକ ଦରମା : ୩.୫୩ କୋଟି

୮-ଟିମ୍ ପେନ୍‌
ଅଷ୍ଟ୍ରେଲିଆ କ୍ରିକେଟ୍ ଦଳର ଅଧିନାୟକ
ବାର୍ଷିକ ଦରମା : ୬.୮୦ କୋଟି

୯- ବିରାଟ କୋହଲି
ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ
ବାର୍ଷିକ ଦରମା : ୭ କୋଟି

୧୦-ଇଅନ୍ ମୋର୍ଗାନ୍‌
ଇଂଲଣ୍ଡ କ୍ରିକେଟ୍ ଦଳର ଅଧିନାୟକ
ବାର୍ଷିକ ଦରମା : ୮.୧୨ କୋଟି