ଭୁବନେଶ୍ୱର : ସେମିଫାଇନାଲରେ ପ୍ରବେଶ କରିବା ପାଇଁ ମହିଳା ହକିର କ୍ୱାର୍ଟର ଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ୧ -୦ ରେ ପରାସ୍ତ କରି ଇତିହାସ ରଚିଛି ଭାରତ | ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଭଲ ପ୍ରଦର୍ଶନ କରିଥିଲା | ଗୁରୁଜିତ୍ କୌରଙ୍କ ମାତ୍ର ଗୋଟିଏ ଗୋଲ୍ ସାହାଯ୍ୟରେ ଭାରତ ୨୨ ତମ ମ୍ୟାଚ୍ ଜିତିବାରେ ସକ୍ଷମ ହୋଇଥିଲା | ତେବେ ଅଲିମ୍ପିକ ଇତିହାସରେ ପ୍ରଥମ ଥର ପାଇଁ ଭାରତୀୟ ମହିଳା ଦଳ ସେମିଫାଇନାଲରେ ପ୍ରବେଶ କରିଛି |
ସେପଟେ ଭାରତୀୟ ମହିଳା ହକି ଦଳର ଐତିହାସିକ ବିଜୟ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ବିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି |
Glory awaits!
Congratulate Indian Women’s #Hockey Team on registering a thumping victory in the quarter-final against Australia at #Tokyo2020. May the team continue its winning streak & bring glory to the country. Wish the team all the best.#Cheer4India @thehockeyindia
— Naveen Patnaik (@Naveen_Odisha) August 2, 2021