• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଜାହ୍ନବୀଙ୍କ ଜଲୱl, ରୋମାଣ୍ଟିକ ମୁଡରେ ବେଲି ଡ୍ୟାନ୍ସ କରି ଦର୍ଶକଙ୍କ ମନରେ ଲଗାଇଲେ ନିଆଁ

Snigdha Chandan DasbySnigdha Chandan Das
January 15, 2021
in Odia

ମାଠୁ ବି କଉ ଗୁଣରେ କମ ନୁହଁନ୍ତି ଝିଅ । କଥାରେ ଅଛି ମା ଯେଉଁ ଗୁଣରେ ପରିପୂର୍ଣ୍ଣ ହୋଇଥିବେ ଝିଅ ସେହି ଗୁଣ ହିଁ ଆଣିଥାନ୍ତି । ଏବଂ ବାପାଙ୍କ ପାଖରେ ଯେଉଁ ଗୁଣ ଥାଏ ସେହି ଗୁଣ ତା ମାଆ ଙ୍କ ପାଖରେ ଥାଏ । ଏହାର ନିଛକ ପ୍ରତି ଛବି ଦେଖିବାକୁ ମିଳିଛି ବଲିଉଡ ଅଭୁନେତ୍ରୀ ଜାହ୍ନବୀ କପୁରଙ୍କ ପାଖରେ ।

 

View this post on Instagram

 

A post shared by Janhvi Kapoor (@janhvikapoor)


ଅଭିନେତ୍ରୀ ଜାହ୍ନବୀ କପୁର ଫିଲ୍ମ ସହିତ ଦମଦାର ଡ୍ଯାନ୍ସ ପାଇଁ ମଧ୍ୟ ବେଶ୍ ଜଣାଶୁଣା। ଶ୍ରୀଦେବୀଙ୍କ ଭଳି ଝିଅ ଜାହ୍ନବୀ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି। ମା’ଙ୍କ ଭଳି ଡ୍ଯାନ୍ସ କରିବାରେ ମଧ୍ୟ ସେ ଉସ୍ତାଦ। ନିକଟରେ ଜାହ୍ନବୀଙ୍କ ଏକ ଡ୍ଯାନ୍ସ ଅଭ୍ଯାସ ଭିଡିଓ ଭାଇରଲ ହୋଇଥିଲା। ଜାହ୍ନବୀ ଏଥିରେ ବେଲି ଡ୍ଯାନ୍ସ କରୁଥିବା ନଜର ଆସିଛନ୍ତି। ଯାହାକୁ ଦେଖି ପ୍ରଶଂସକ ଧମାଲ ମଚାଇଲେଣି।

ଏହି ଭିଡିଓକୁ ମାତ୍ର ୩ଘଣ୍ଟାରେ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କରିନାଙ୍କ ଅଭିନୀତ ‘ସନ ସନାନା’ ଗୀତରେ ଜାହ୍ନବୀ ବେଲି ଡ୍ୟାନ୍ସ କରି ଏହାକୁ ଇନଷ୍ଟାଗ୍ରାମରେ ପୋଷ୍ଟ୍ କରି ଲେଖିଥିଲେ ଯେ, ସେ ବେଲି ଡ୍ୟାନ୍ସ ସେସନ୍କୁ ମିସ୍ କରୁଛନ୍ତି। ସେଥିପାଇଁ ସେ କରିନାଙ୍କ ଏହି ରୋମାଣ୍ଟିକ୍ ଗୀତରେ ବେଲି ଡ୍ୟାନ୍ସର ଏକ ଭିଡିଓ କରିଛନ୍ତି।

ସୂଚନା ଅନୁଯାଇ, ଜାହ୍ନବୀଙ୍କ ଅପକମିଂ ଫିଲ୍ମ ‘ଦୋସ୍ତାନା ୨’ ରହିଛି। ଏଥିରେ କାର୍ତ୍ତିକ ଆର୍ଯ୍ଯନଙ୍କ ସହିତ ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା କୋଲିନ ଡି କୁହ୍ନା କରୁଛନ୍ତି। ୨୦୨୦ରେ ଜାହ୍ନବୀଙ୍କୁ ଦୁଇଟି ଫିଲ୍ମ ‘ଘୋଷ୍ଟ ଷ୍ଟୋରିଜ ଏବଂ ଗୁଂଜନ ସକସ୍ନେନା: ଦ କାର୍ଗିଲ ଗାର୍ଲ’ ରିଲିଜ ହୋଇଥିଲା।

Tags: Janhvi Kapoor Belly DanceJanhvi Kapoor Dance Video
Previous Post

UN Relief Agency Contacts Biden Office For Resuming Funds

Next Post

New Covid-19 Strains Threat To Africa’s Public Health System: WHO

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

New Covid-19 Strains Threat To Africa's Public Health System: WHO

Odisha Reports 186 New COVID Cases, 2 Fatalities

Petrol, Diesel Price Rise Pauses After Consecutive Days Of Increase

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist