• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଖେଳ ନିଶାରେ ଜାଣିପାରିଲେନି ଜସପ୍ରୀତ ବୁମରା, ହଠାତ ଧାଇଁଲେ ଡ୍ରେସିଂ ରୁମକୁ

Debasish MaharanabyDebasish Maharana
June 22, 2021
in Odia

ଭୁବନେଶ୍ୱର : ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (WTC) ର ଫାଇନାଲ୍ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚର ଚତୁର୍ଥ ଦିନ ବର୍ଷା ହେତୁ ଧୋଇ ହୋଇଗଲା କିନ୍ତୁ ପଞ୍ଚମ ଦିନର ଖେଳ ବର୍ତ୍ତମାନ ଆରମ୍ଭ ହୋଇଛି । ନ୍ୟୁଜିଲ୍ୟାଣ୍ଡ ୨ ୱିକେଟ୍ ହରାଇ ୧୦୧ ରନ୍ ସଂଗ୍ରହ କରିଥିବା ବେଳେ ଆଗକୁ ଖେଳ ଜାରିରଖିଛି । ଏହି ସମୟରେ ଷ୍ଟାର ବୋଲର ଜସପ୍ରୀତ ବୁମ୍ରା ପଞ୍ଚମ ଦିନର ପ୍ରଥମ ଓଭର ବୋଲିଂ କରିବାକୁ ଆସିଥିଲେ।

ଏହି ସମୟରେ ଜସପ୍ରୀତ ବୁମରା ଏକ ଭୁଲ କରିଥିଲେ। ଭୁଲରେ WTC ଫାଇନାଲ ଜର୍ସି ପିନ୍ଧିବା ପରିବର୍ତ୍ତେ ବୁମରା ଦଳର ପୁରୁଣା ଜର୍ସି ପିନ୍ଧି ପଡ଼ିଆକୁ ଚାଲିଆସିଥିଲେ । ବୁମରା ସମାନ ଜର୍ସି ସହିତ ଦିନର ପ୍ରଥମ ଓଭର ମଧ୍ୟ ବୋଲିଂ କରିଥିଲେ ଏବଂ ପରେ ସେ ଏହାକୁ ବଦଳାଇବା ପାଇଁ ଶୀଘ୍ର ପଡ଼ିଆ ବାହାରେ ଥିବ ଡ୍ରେସିଂ ରୁମକୁ ଦୌଡ଼ିଥିଲେ ।

ପୁରୁଣା ଜର୍ସିରେ ବୁମରାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୁମରାଙ୍କର ଏହି ଭୁଲ ଯୋଗୁଁ ସେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି।

Tags: cricketJasprit BumrahsportsWorld Test Championship
Previous Post

Former Ukrainian Athletics Coach Of India Ogorodnik Dead

Next Post

State To Be Responsible For Even One Fatality In Exam, SC To Andhra

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

There Is NO Vaccine Hesitancy In India: Survey

Bhubaneswar Reports 339 New Covid Cases, 4 Fatalities

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist