• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଜେଲରେ ବାପପୁଅଙ୍କର ପ୍ରଥମ ରାତି, ଖାଇଲେ ସନ୍ତୁଳା ରୁଟି ।

Snigdha Chandan DasbySnigdha Chandan Das
November 28, 2020
in Odia

ଭୁବନେଶ୍ୱର: ବେଶ ନିରାଡ଼ମ୍ବର ଥିଲା ବାପ ପୁଅଙ୍କ ଜୀବନଶୈଳୀ । ବାପ ମାତ୍ର ସରକାରୀ ଚାକିରୀଟିଏ କରିଥିଲେ । ଗାଡି ଚଢିବା ପରିବର୍ତ୍ତେ ଆକାଶରେ ଉଡୁଥିଲେ କୁବେର ବାପପୁଅ ।

ଆଇଏଫଏସ୍‌ ଅଫିସର ଅଭୟକାନ୍ତ ପାଠକଙ୍କ ନୂଆ ଘର ହେଉଛି ଭୁବନେଶ୍ୱର ଝାରପଡ଼ା ଜେଲ୍‌ । ବିଳାସମୟ ଲାଇଫ ଷ୍ଟାଇଲ ଜିଉଁଥିବା ଅଭୟ ଓ ତାଙ୍କ ପୁଅ ଆକାଶ ଜେଲରେ ରାତି କାଟିଛନ୍ତି । ଗିରଫ ପରେ ଗତକାଲି ବାପା-ପୁଅ ଯୋଡ଼ିଙ୍କୁ ଝାରପଡ଼ା ଜେଲକୁ ପଠାଇ ଦିଆଯାଇଥିଲା । ସେମାନଙ୍କର କୋଭିଡ୍‌ ଟେଷ୍ଟ ହୋଇ ନଥିବାରୁ ଜେଲର ଆଇସୋଲେସନ୍‌ ଓ୍ଵାର୍ଡରେ ରହିଥିଲେ । ଖାଇଥିଲେ ଘରୁ ଆସିଥିବା ଖାଦ୍ୟ । ଡିସେମ୍ବର ୯ତାରିଖ ଯାଏଁ ଅଭୟକାନ୍ତ ଓ ଆକାଶଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିବା ଆଇଏଫଏସ୍‌ ଅଭୟକାନ୍ତଙ୍କୁ ମହଙ୍ଗା ପଡ଼ିଛି । ଜେଲ ଯିବା ସହ ଚାକିରିରୁ ବି ନିଲମ୍ବିତ ହୋଇଛନ୍ତି । ଗିରଫ ପରେ ଅଭୟକାନ୍ତ ପାଠକଙ୍କ ବିରୋଧରେ ଆକ୍ସନ ହୋଇଛି । ତାଙ୍କୁ ଚାକିରିରୁ ନିଲମ୍ବନ କରିଛନ୍ତି ରାଜ୍ୟ ସରକାର । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ମାମଲାର ତଦନ୍ତ ପାଇଁ ଗଠନ ହୋଇଛି ଏସଆଇଟି । ଏକ ୨୦ ଜଣିଆ ଏସଆଇଟି ଗଠନ କରାଯାଇଛି । ଏନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି । କେଉଁ କେଉଁ ସୂତ୍ରରୁ ସେ ଆୟଠୁ ଅଧିକ ସମ୍ପତ୍ତି ଠୁଳ କରିଥିଲେ ତାର ସରଜମିନ ଖୋଳତାଡ ହେବ ।

ଅଭୟକାନ୍ତଙ୍କର ୯ କୋଟି ୩୫ ଲକ୍ଷ ୪୨ ହଜାର ଟଙ୍କାରୁ ଅଧିକ ଆୟ ବହିର୍ଭୁତ ସମ୍ପତ୍ତି ଠାବ ହୋଇଛି । ଆୟଠାରୁ ୪୩୫ ପ୍ରତିଶତ ଅଧିକ ସମ୍ପତ୍ତି । ବେନାମୀ ଟ୍ରାଞ୍ଜାକସନ୍‌ ଓ ସମ୍ପତ୍ତିର ଖୋଳତାଡ କରିବ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍‌ । ଘରୋଇ ବ୍ୟାଙ୍କର କ୍ୟାସ କାଉଣ୍ଟର ଓ ଏଟିଏମ୍‌ ଜରିଆରେ ଆକାଉଣ୍ଟରେ ବିପୁଳ ନଗଦ ଟଙ୍କା ଜମା ହୋଇଛି । ସେସବୁ ବ୍ୟାଙ୍କର ବି ତଦନ୍ତ ପରିସରକୁ ଆସିବେ ।

ଭୁବନେଶ୍ୱର ଟ୍ରାଭେଲ ଏଜେନ୍ସୀ ଜରିଆରେ କରିଥିବା ଚାର୍ଟର ପ୍ଲେନ ବୁକିଂ ଓ ଟଙ୍କା ପୈଠ ବି ତଦନ୍ତ ପରିସରଭୁକ୍ତ ହେବ । ଆଉ କେଉଁଠି ସବୁ ଟଙ୍କା ଲଗାଇଛନ୍ତି ସେସବୁର ତଦନ୍ତ କରିବ ୨୦ ଜଣିଆ ଏସଆଇଟି । ଏତେ ଦିନ ହେଲା ଏହି ifs ଅଫିସର ଏବଂ ତାଙ୍କ ପୁଅ ଓଡ଼ିଶାର ଟଙ୍କାକୁ ଆତ୍ମସାତ କରୁଥିଲେ କଣ କାହା ଆଖିରେ ପଡୁ ନଥିଲା । ନା ଦେଖି ଆଦେଖା ହେଉଥିଲେ । ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Tags: Abhay Kant PathakAkash PathakIFS OfficerOdisha NewsOdisha VigilanceOMMCOM NEWS
Previous Post

Trump Campaign Loses Appeal Over Poll Disputes In Pennsylvania

Next Post

Indian-Origin Man In FBI ’10 Most Wanted’ List Carries $100k Reward

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Indian-Origin Man In FBI '10 Most Wanted' List Carries $100k Reward

Container Truck Catches Fire After Collision With SUV In Bhadrak

Watch: Container Truck Catches Fire After Collision With SUV In Bhadrak

2L More Set To Reach Delhi In 40km-Long Cavalcade

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist