• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଲେ ସ୍ୱର୍ଗତ ସୁଶାନ୍ତ ସିଂଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ

OMMCOM NEWSbyOMMCOM NEWS
April 24, 2021
in Odia

ମୁମ୍ବାଇ : ବର୍ତ୍ତମାନ ସମଗ୍ର ଦେଶ କରୋନା ମହାମାରୀ ସହ ସଂଘର୍ଷ କରୁଛି | ଏଭଳି ସ୍ଥିତିରେ ସମସ୍ତଙ୍କର ଗୋଟିଏ ଲକ୍ଷ କାରୋଡ଼ ଦାଉରୁ ଏ ମାନବ ଜାତି କିପରି ରକ୍ଷା ପାଇବା | ଏହି ସମସ୍ୟାକୁ ହୃଦୟଙ୍ଗମ କରି ରିୟା ଚକ୍ରବର୍ତ୍ତୀ ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି | ଦୀର୍ଘ ଦିନ ଧରି ମାନସିକ ଯନ୍ତ୍ରଣା ଭୋଗୁଥିବା ରିୟା ଏବେ ସୋସିଆଲ ମିଡିଆରେ ଅସହାୟ ଲୋକଙ୍କ ପାଇଁ ସହାୟତାର ହାତ ବଢ଼ାଇଛନ୍ତି |

ବଲିଉଡ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ତାଙ୍କ ଇନଷ୍ଟାଗ୍ରାମ ଲେଖିଛନ୍ତି, ‘ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ଏକତା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ | ଆପଣ ନିଜ ସଂଖ୍ୟା ମୁତାବିକ ସେହି ଲୋକଙ୍କୁ ସାହାଯ୍ୟ କରନ୍ତୁ ଯିଏ କି ବିପଦ ଅବସ୍ଥାରେ ଅଛି | ସାହାଯ୍ୟ ଛୋଟ ବା ବଡ ନୁହେଁ , ସାହାଯ୍ୟ ହେଉଛି ସାହାଯ୍ୟ | ଆପଣ କୌଣସି ପ୍ରକାରର ସାହାଯ୍ୟ ପାଇଁ ମୋତେ ବି ମେସେଜ୍ କରିପାରିବେ | ଏହାକୁ ସମ୍ପୂର୍ଣ୍ଣ କରିବାକୁ ମୁଁ ଚେଷ୍ଟା କରିବି | ନିଜର ଯତ୍ନ ନିଅ, ଦୟାଳୁ ହୁଅ … ମୋ ତରଫରୁ ସମସ୍ତଙ୍କୁ ଭଲପାଇବା |’

ରିୟା ଆଉ ଏକ ପୋଷ୍ଟ ମଧ୍ୟ କରିଛନ୍ତି, ଯେଉଁଥିରେ ସେ ଅକ୍ସିଜେନ ଅଭାବ ସହିତ ସଂଘର୍ଷ କରୁଥିବା ରୋଗୀଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛନ୍ତି | ରିୟା ତାଙ୍କର ଦ୍ୱିତୀୟ ପୋଷ୍ଟରେ ପୁନେର ସତ୍ତାରା ଏବଂ ମୁମ୍ବାଇ ବେଲ୍ଟରେ ଥିବା ଡାକ୍ତରଖାନା ପାଇଁ ଏକ ଘରୋଇ ଅକ୍ସିଜେନ ପ୍ରଡୁକ୍ସନ କମ୍ପାନୀ MTC ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତି ସେୟାର କରିଛନ୍ତି | ବିବୃତ୍ତି ରେ କୁହାଯାଇଛି ଯେ, ‘ଅକ୍ସିଜେନ ପାଇଁ ଆବଶ୍ୟକ ସଂଖ୍ୟାରେ ଅଭାବୀ ବ୍ୟକ୍ତି ତୁରନ୍ତ ଯୋଗାଯୋଗ କରିପାରିବେ’ |

ଆମେ ସୂଚନା ଦେବାକୁ ଚାହିଁବୁ କି, ଅଭିନେତା ସୁଶାନ୍ତ ସିଂ ଙ୍କ ମୃତ୍ୟୁ ପରଠାରୁ ତାଙ୍କ ଗର୍ଲଫଣ୍ଡ ରିୟା ଚକ୍ରବର୍ତ୍ତୀ ଙ୍କ ମାନସିକ ଅବସ୍ଥା ଭଲ ନଥିଲା | ସେ ସେବେଠାରୁ ସୋସିଆଲ ମିଡିଆରୁ ନିଜକୁ ରଖୁଥିଲେ | କିନ୍ତୁ ଏ ମହାମାରୀ ପରିସ୍ଥିରେ ସେ ବର୍ତ୍ତମାନ ବାହାରକୁ ବାହାରିଛନ୍ତି |

Tags: corona viruspandamicRhea ChakrabortySushant Singh
Previous Post

BJD MP Amar Patnaik Appeals 20 Wealthy Indians To Shoulder Burden Of Covid Vaccination

Next Post

Rain Water Harvesting Structures Will Be Constructed In 114 ULBs Of The State

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
agri
OMC
DMF SCHOLARSHIP-2023

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Rain Water Harvesting Structures Will Be Constructed In 114 ULBs Of The State

Targeted Ransomware Attacks Grow 767%, India Among Top Targets

Sundargarh MP Jual Oram Tests Covid-19 Positive

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist