ଜୀବନରେ ଗୋଟିଏ ଭୁଲ କରିଦେଲି, କାହିଁକି ଏମିତି କହିଲେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ 

ଭୁବନେଶ୍ୱର: ଚର୍ଚ୍ଚାରେ ଅଭିନେତା ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଅନୁଭବଙ୍କ ଏକ ଭିଡିଓ ଭାଇରଲ ହେବାରେ ଲାଗିଛି । ସେ ଏହି ଭିଡିଓ ମାଧ୍ୟମରେ ସେ ତାଙ୍କର ମନ କଥା କହିଛନ୍ତି ।

୨୦୦୮ରେ ବର୍ଷାଙ୍କୁ ଅଧିକ ଭଲ ପାଇଥିଲି,ସତେବେଳେ ତାଙ୍କ ବିନା ମୁଁ ଆଉ କାହା ବିଷୟରେ ଭାବିନଥିଲି । ଉଭୟଙ୍କ ଘରେ ବାହାଘର ପାଇଁ ରାଜି ନଥିଲେ । ତଥାପି ବାହାଘର ହୋଇଥିଲା । ଏହି ଭିଡିଓରେ ଅନୁଭବ ଆଉ କଣ ସବୁ କହିଛନ୍ତି ଶୁଣନ୍ତୁ..