• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

କରୋନାରେ ଆକ୍ରାନ୍ତ ବୃଦ୍ଧଙ୍କୁ ହେଉଥିଲା ନିଶ୍ୱାସ ନେବାରେ ଅସୁବିଧା, ଗଛ ତଳେ ଶୁଆଇଦେଲେ ପରିବାର ଲୋକେ

OMMCOM NEWSbyOMMCOM NEWS
May 8, 2021
in Odia

ଭୁବନେଶ୍ୱର : ଉତ୍ତରପ୍ରଦେଶରୁ ଏକ ବିଚିତ୍ର ଘଟଣା ସାମ୍ନାକୁ ଆସିଛି । କରୋନାରେ ଆକ୍ରାନ୍ତ ଜଣେ ବୃଦ୍ଧଙ୍କୁ ଗଛ ତଳେ ଶୁଆଇଦେଲେ ପରିବାର ଲୋକେ । ଦାଦ୍ରା ଗାଁରେ କରୋନାରେ ସଂକ୍ରମିତ ଜଣେ ବୃଦ୍ଧଙ୍କ ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବ କାରଣରୁ ତାଙ୍କୁ ପ୍ରଥମେ ଡାକ୍ତରଖାନା ନେଇଥିଲେ ପରିବାର ଲୋକେ ,ହେଲେ ଡାକ୍ତରଖାନାରେ ଶଯ୍ୟା ନ ପାଇବାରୁ ଶେଷରେ ପରିବାର ଲୋକେ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ । ଗାଁ ନିକଟରେ ଥିବା ଏକ ଅଶ୍ୱସ୍ତ ଗଛ ତଳେ ଖଟ ଉପରେ ବୃଦ୍ଧଙ୍କୁ ଶୁଆଇଦେଇଥିଲେ । ଗ୍ରାମବାସୀ ଦାବି କରିଥିଲେ ଯେ ଦୁଇ ଘଣ୍ଟା ମଧ୍ୟରେ ବୃଦ୍ଧଙ୍କର ଅମ୍ଳଜାନ ସ୍ତର ବୃଦ୍ଧି ପାଇଥିଲା । ତେବେ ଖବର ପ୍ରସାରଣ ହେବା ପରେ ବୃଦ୍ଧଙ୍କୁ ଶେଷରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।

ସୂଚନାନୁସାରେ, ଗୋଲା PHC ଅଧୀନରେ ଥିବା ଦାଦ୍ରା ଗାଁର ଜଣେ ବୃଦ୍ଧ କରୋନାରେ ଆକ୍ରାନ୍ତ ହୋଇଥିଲେ । ଶୁକ୍ରବାର ଦିନ ତାଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହୋଇଥିଲା। ଅମ୍ଳଜାନ ସ୍ତର ମଧ୍ୟ ସାମାନ୍ୟ ହ୍ରାସ ପାଇଥିଲା । ଚିନ୍ତିତ ପରିବାର ଡାକ୍ତରଖାନା ଖୋଜିବା ଆରମ୍ଭ କଲେ ଯାହା ଦ୍ୱାରା ବୃଦ୍ଧଙ୍କୁ ଚିକିତ୍ସା କରାଯାଇପାରିବ । ହେଲେ ବାରହାଲଗଞ୍ଜର ଦୁର୍ଗାବତୀ ଡାକ୍ତରଖାନାରେ ଗୋଟିଏ ବି ଶଯ୍ୟା ଖାଲି ନଥିଲା।

ଯେତେବେଳେ ଶଯ୍ୟା ମିଳିଲା ନାହିଁ, ପରିବାର ଲୋକେ ସିଏମଓ କାର୍ଯ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ସୁଦର୍ଶନ ଶ୍ରୀବାସ୍ତବଙ୍କ ନିକଟକୁ ଯାଇଥିଲେ। ଯେତେବେଳେ ପରିବାରଲୋକେ ତାଙ୍କୁ ସାହାଯ୍ୟ ମାଗିଥିଲେ, ସେତେବେଳେ ସୁଦର୍ଶନ ସ୍ୱରାଜ ତାଙ୍କୁ କହିଥିଲେ ଯେ ,ବୃଦ୍ଧଙ୍କୁ ଏକ ଅଶ୍ୱସ୍ତ ଗଛ ତଳେ ଶୁଆଇଦେବାକୁ । କାରଣ ଅଶ୍ୱସ୍ତ ଗଛ ତଳେ ଅମ୍ଳଜାନ ଅଧିକ ମିଳିଥାଏ । ତେବେ ଏଭଳି ଅବସ୍ଥାରେ ଶଯ୍ୟା ନ ପାଇ ପରିବାର ଲୋକେ ଅସନ୍ତୁଷ୍ଟ ହୋଇ ଶେଷରେ ବୃଦ୍ଧଙ୍କୁ ଅଶ୍ୱସ୍ତ ଗଛ ତଳେ ଏକ ଖଟ ପକାଇ ଶୁଆଇଦେଇଥିଲେ। ଯାହାକି ଏବେ ପୁରା ଅଂଚଳରେ ଚହଳ ସୃଷ୍ଟି କରିଛି ।

 

Tags: Gorakhpuroxygenpeepal treePHCUttarpradesh
Previous Post

RBI Extends Restrictions On Millath Co-Op Bank By 3 Months

Next Post

Islamist Militants Occupy Part Of Philippines Market

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Islamist Militants Occupy Part Of Philippines Market

Play IPL In England In September As Top Players Will Be There: KP

Covid-19 Second Wave In Odisha: Many Politicians Test Positive

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist