• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ପତ୍ନୀଙ୍କ ଆକୁଳ ନିବେଦନ ସତ୍ୱେ ଯବାନଙ୍କୁ ହତ୍ୟାକଲେ ମାଓବାଦୀ

OMMCOM NEWSbyOMMCOM NEWS
April 24, 2021
in Odia

ଛତିଶଗଡ : ବିଜାପୁରର କୁସୁମପାରାଠାରୁ ଉଦ୍ଧାର ହୋଇଛି ଯବାନଙ୍କ ମୃତଦେହ | ୩ ଦିନ ପୂର୍ବେ ଅପହରଣ କରିଥିଲେ ମାଓବାଦୀ | ଯବାନଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁଦଣ୍ଡ ଦିଆଯାଇଥିବା ମାଓ ସଙ୍ଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି |

ଛୁଟିରେ ଆସି ଗାଁ ନିକଟକୁ ମେଳା ଦେଖିବାକୁ ଯାଇ ଗତ ୨୧ ତାରିଖରୁ ମାଓବାଦୀଙ୍କ ଦ୍ୱାରା ଅପହୃତ ହୋଇଥିବା ପୋଲିସ୍‌ ଏସଆଇ ମୁରଲୀ ତାତି | ମୁରଲୀଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ରଣକୌଶଳ ରଚାଯାଇଥିଲା | ହେଲେ ୩ ଦିନ ପରେ ମୁରଲୀଙ୍କ ମୃତଦେହ ବିଜାପୁର କୁସୁମପାରାଠାରୁ ଆଜି ଉଦ୍ଧାର କରାଯାଇଛି | ଏସଆଇ ମୁରଲୀ ପୋଲିସ୍‌କୁ ମାଓବାଦୀଙ୍କ ଗତବିଧି ସମ୍ପର୍କରେ ସୂଚନା ଦେଉଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ମାଓ ସଙ୍ଗଠନ ପକ୍ଷରୁ ପ୍ରେସ୍‌ ନୋଟ ଜାରି କରାଯାଇଛି |

ଯବାନଙ୍କୁ ମୁକ୍ତି ନିମନ୍ତେ ଗତକାଲି ମୁରଲୀଙ୍କ ପତ୍ନୀ ମାଓବାଦୀଙ୍କୁ ଆକୁଳ ନିବେଦନ କରିଥିଲେ କିନ୍ତୁ ମୁରଲୀ ତାତିଙ୍କୁ ଫେରାଇ ଆଣିବା ପାଇଁ ସମସ୍ତ ରଣକୌଶଳ ଫେଲ୍‌ ମାରିଲା |

ମାଓବାଦୀ ଦମନ ପାଇଁ ପୁଲିସ୍‌ ପକ୍ଷରୁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଛି | କିଛି ଦିନ ପୂର୍ବେ ନକ୍ସଲ ଶିବିର ଉପରେ ଡ୍ରୋନରେ ବିସ୍ଫୋରଣ ହୋଇଥିଲା | ନକ୍ସଲମାନେ ଏଥିନିମନ୍ତେ ପୁଲିସ୍‌କୁ ଦାୟୀ କରିଥିଲେ |

ବିଜାପୁରରୁ ପୁଣି ଥରେ ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ

Tags: BijapurChhatisgarhJabanNaxal
Previous Post

Hospitals Continue To Make SOS Calls For Oxygen In Delhi

Next Post

20 Covid Patients Die At Delhi Hospital Due To Low Oxygen Pressure

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Amazon To Soon Let Sellers Connect With Customers Directly

Uttarakhand Avalanche: 8 Dead, 384 Safely Rescued

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist