• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଗୋଟିଏ ଫିଲ୍ମରେ କାମ କରିବା ପାଇଁ ଏତେ ଟଙ୍କା ନେଇଥାନ୍ତି ସାଉଥ୍ ଷ୍ଟାର, ନମ୍ବର ୧ ରେ କିଏ ?

Debasish MaharanabyDebasish Maharana
April 21, 2022
in Odia

ଭୁବନେଶ୍ୱର: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାରମାନେ କାହାଠାରୁ କମ୍ ନୁହଁନ୍ତି । ଗୋଟିଏ ଚଳଚ୍ଚିତ୍ରରେ କାମ କରିବା ପାଇଁ ଏମାନେ ପାରିଶ୍ରମିକ ବାବଦକୁ କୋଟି କୋଟି ଟଙ୍କା ନେଇଥାନ୍ତି। ତେବେ ଆଜି ଜାଣିବା ଗୋଟିଏ ଫିଲ୍ମ ପାଇଁ କେଉଁ ସାଉଥ ସୁପରଷ୍ଟାର କେତେ ଫିସ୍ ନିଅନ୍ତି।

ରଜନୀକାନ୍ତ: ରଜନୀକାନ୍ତ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା । ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ ୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ରହିଛି କାରଣ ସେ ଫିଲ୍ମର ଲାଭରେ ମଧ୍ୟ ଅଂଶ ଗ୍ରହଣ କରନ୍ତି ।

ପ୍ରଭାସ: ବାହୁବଲୀ ନାମରେ ଜଣାଶୁଣା ପ୍ରଭାସ ମଧ୍ୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ପ୍ରଭାସ ତାଙ୍କ ଚଳଚ୍ଚିତ୍ର ପାଇଁ ୮୦ ରୁ ୮୫ କୋଟି ଟଙ୍କା ନେଉଛନ୍ତି।

Jr NTR: ତେଲୁଗୁ ଅଭିନେତା ତଥା ରାଜନେତା ଏନଟି ରାମା ରାଓଙ୍କ ନାତି ହେଉଛନ୍ତି Jr NTR । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ ଫି ୪୫ କୋଟି ଅଟେ।

ରାମ ଚରଣ ତେଜା: RRR ର ସଫଳତାକୁ ପାଳନ କରି ରାମ ଚରଣ ମଧ୍ୟ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତା । ଚଳଚ୍ଚିତ୍ରରେ କାମ କରିବା ପାଇଁ ତାଙ୍କୁ ପ୍ରାୟ ୪୫ କୋଟିର ଅଫର ଦିଆଯାଉଛି।

ୟଶ: KGF ଚଳଚ୍ଚିତ୍ରରୁ ସଫଳତାର ସ୍ବାଦ ଚାଖିଥିବା ୟଶ ଗୋଟିଏ ଫିଲ୍ମରେ କାମ କରିବା ପାଇଁ ପ୍ରାୟ ୨୦ କୋଟି ଟଙ୍କା ଫି ନେଇଥାନ୍ତି। KGF ଚଳଚ୍ଚିତ୍ର ଯୋଗୁଁ ତାଙ୍କର ଲୋକପ୍ରିୟତା ଆକାଶ ଛୁଆଁ ହୋଇଛି।

ଥଲାପତି ବିଜୟ: ତାମିଲ ସୁପରଷ୍ଟାର ବିଜୟଙ୍କ ଗୋଟିଏ ଫିଲ୍ମ ପାଇଁ ଫି ହେଉଛି ପ୍ରାୟ ୨୦ କୋଟି ଟଙ୍କା। ସେ ମଧ୍ୟ ଦକ୍ଷିଣ ଭାରତର ଏକ ଅନ୍ୟତମ ସଫଳ ତାରକା ।

 

 

Tags: Actor Rajinikanthactor YashBahubali PrabhasJr. NTRKGFram charan tejaRRR Moviesouth super star
Previous Post

SC Stops Demolition Drive In Jahangirpuri Till Further Orders

Next Post

Odisha To Recruit 196 Cops For 28 Permanent Police Outposts

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Odisha To Recruit 196 Cops For 28 Permanent Police Outposts

Hubballi Violence: Rioters Tried To Kill Policemen; Number Of Arrests Rise To 126

With India's Back To Back Support, China Announces Humanitarian Aid To SL

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist