• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ମାସ୍କ ପିନ୍ଧିବା ସମୟରେ କରନ୍ତୁ ନାହିଁ ଏମିତି ଭୁଲ , ନ ହେଲେ ଭୋଗିବେ

Debasish MaharanabyDebasish Maharana
September 10, 2020
in Odia
Masks

ନୂଆଦିଲ୍ଲୀ: ମାସ୍କ ପିନ୍ଧିବା, ସାମାଜିକ ଦୂରତା, ହ୍ୟାଣ୍ଡ ସାନିଟାଇଜରର ନିୟମିତ ବ୍ୟବହାର କରୋନା ଜୀବାଣୁ ପରି ମହାମାରୀକୁ ଏଡାଇବାକୁ ପରାମର୍ଶ ଦିଆଯାଇଛି। କିନ୍ତୁ ବର୍ତ୍ତମାନ ଏକ ଖରାପ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ବାଧ୍ୟ ହୋଇ ଦେଶରେ କଟକଣା କୋହଳ କରାଯାଇଛି , ଲୋକମାନେ କରୋନା ବିପଦରୁ ବଞ୍ଚିବା ପାଇଁ ମାସ୍କକୁ ସେମାନଙ୍କର ଅତ୍ୟାବଶ୍ୟକ ଅସ୍ତ୍ର ଭାବରେ ବିବେଚନା କରୁଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଭିଡିଓ ଜାରି କରି ଲୋକଙ୍କୁ ମାସ୍କ ପିନ୍ଧିବାବେଳେ କେଉଁ ସବୁ ଭୁଲ୍ କରୁଛନ୍ତି ତାହା ଜଣାଇଛନ୍ତି।

ଢିଲା ମାସ୍କ

ମାସ୍କ ପିନ୍ଧିବାବେଳେ ମନେରଖନ୍ତୁ ଯେ, ଜଣେ ବ୍ୟକ୍ତି ନିଜ ମାସ୍କକୁ ଆଉ କାହାକୁ ବ୍ୟବହାର କରିବାକୁ ଦିଅନ୍ତୁ ନାହିଁ। ମାସ୍କ ପିନ୍ଧିଲା ବେଳେ ଟାଇଟ ରହିବା ଦରକାର, ଯେମିତି କି ଉପର, ତଳ କିମ୍ବା କୌଣସି ଦିଗରୁ ଆପଣଙ୍କ ନାକ ଓ ପାଟିରେ ଯେମିତି ଜୀବାଣୁ ପ୍ରବେଶ କରିପାରିବ ନାହିଁ । ହେଲେ ଅନେକ ଲୋକ ଏମିତି ଅଛନ୍ତି ଯେଉଁମାନେକି ଢିଲା ମାସ୍କ ପିନ୍ଧୁଛନ୍ତି ।

ନାକ ତଳେ ମାସ୍କ ପିନ୍ଧିବା

ବ୍ୟକ୍ତି ନାକରୁ ନିଶ୍ୱାସ ଛାଡିଥାଏ । ତେଣୁ ମାସ୍କ ପିନ୍ଧିବାବେଳେ ମନେରଖନ୍ତୁ ଯେ ଆପଣଙ୍କର ନାକ ଏବଂ ପାଟି ଭଲଭାବେ ଆଚ୍ଛାଦିତ ହେବା ଉଚିତ୍। କିନ୍ତୁ ମାସ୍କ ପିନ୍ଧିବା ସମୟରେ ଅନେକ ଲୋକ ନାକ ବାହାର କରିଦିଅନ୍ତି , ଯାହା ଭୁଲ ଅଟେ ।

କଥା ହେବା ପାଇଁ ମାସ୍କ ବାହାର କରନ୍ତି

ଦେଖାଯାଏ ଯେ ଲୋକମାନେ ପରସ୍ପର ସହ କଥାବାର୍ତ୍ତା କରିବା ସମୟରେ ମୁହଁରୁ ମାସ୍କ ବାହାର କରିଦିଅନ୍ତି । ଯାହା କରୋନା ସଂକ୍ରମଣ ବିସ୍ତାର କରିବାରେ ସାହାଯ୍ୟ କରିଥାଏ । ଏହା କରିବା ଠାରୁ ମଧ୍ୟ ଦୂରେଇ ରୁହନ୍ତୁ ।

ମାସ୍କକୁ ବାରମ୍ବାର ଛୁଇଁବା

99 ପ୍ରତିଶତ ଲୋକ ଏହି ଭୁଲ୍ କରୁଥିବା ଦେଖାଯାଇଛି । ଲୋକମାନେ କିଛି ସମୟ ପାଇଁ ମାସ୍କ ପିନ୍ଧନ୍ତି ଏବଂ ବାହାର କରିଦିଅନ୍ତି ,ଯାହା କି ଏକ ଭୁଲ ଅଭ୍ୟାସ । ଏହା କରିବା ଦ୍ୱାରା ଆପଣ ମାସ୍କ ପିନ୍ଧିବାର ଉଦ୍ଦେଶ୍ୟ ପୂରଣ କରନ୍ତି ନାହିଁ ।

ମାସ୍କ ଅଦଳବଦଳ

ଏହି ଭୁଲକୁ ଗୋଟିଏ ପରିବାରରେ ରହୁଥିବା ସଦସ୍ୟମାନଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଛି । ସମାନ ପରିବାରର ସଦସ୍ୟମାନେ ବାହାରକୁ ଯିବାବେଳେ ପରସ୍ପର ସହିତ ମାସ୍କ ମଧ୍ୟ ବାଣ୍ଟୁଛନ୍ତି । ଯାହା ଏକ ଭୁଲ ଅଭ୍ୟାସ । ମନେରଖନ୍ତୁ ଯେ କରୋନା ଜୀବାଣୁଙ୍କର 50 ପ୍ରତିଶତରୁ ଅଧିକ କ୍ଷେତ୍ରରେ, ବ୍ୟକ୍ତି କରୋନା ଲକ୍ଷଣ ଦେଖା ଯାଏ ନାହିଁ , ଏହା ବାହାରୁ ସୁସ୍ଥ ଦେଖାଯାନ୍ତି । ଏପରି ପରିସ୍ଥିତିରେ, ମାସ୍କ ବଦଳାଇବା ଦ୍ୱାରା ଜୀବାଣୁ ବିସ୍ତାର ହେବାର ଅଧିକ ସମ୍ଭାବନା ରହିଛି ।

Tags: MaskMasksNever Make These Mistakes
Previous Post

ହୋଟେଲରୁ ଖାଦ୍ୟ ଖାଉଥିଲେ ସାବଧାନ ! କରୋନା ପଜିଟିଭ ବାହାରିଲେ କର୍ମଚାରୀ

Next Post

Nitish Seeks BJD’s Support For RS Deputy Chairman’s Post

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post
Nitish Seeks BJD's Support For RS Deputy Chairman's Post

Nitish Seeks BJD's Support For RS Deputy Chairman's Post

Black Pepper

ଗୋଲମରିଚ ସେବନ ଦ୍ୱାରା ଭଲ ହେଇଯାଉଛି କରୋନା ? ଜାଣନ୍ତୁ ଖବର ପଛର ସତ୍ୟତା

Centre Issues New Guidelines For Exams In Times Of Covid-19

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist