Odia

ସୋସିଆଲ ମିଡିଆରେ ନିକ୍କି ଟାମ୍ବୋଲିଙ୍କ ଗ୍ଲାମରସ୍ ଲୁକ୍, ପ୍ରଶଂସା କଲେ ପ୍ରଶଂସକ

ନିଜ ଗ୍ଲାମର ଚେହେରା ପାଇଁ ସବୁବେଳେ ପ୍ରଶଂସକଙ୍କ ହୃଦୟ ଜିତିଥିବା ପ୍ରସିଦ୍ଧ ସାଉଥ ଅଭିନେତ୍ରୀ ହେଉଛନ୍ତି ନିକ୍କୀ ତାମ୍ବଲି । ଏବେ ସୋସିଆଲ ମିଡିଆରେ ତାଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହାକୁ ନେଇ ବିଗ ବସ 14 ହୋଷ୍ଟ କରୁଥିବା ଅଭିନେତା ସଲମାନ ଖାନ ମଧ୍ୟ ତାଙ୍କୁ ପ୍ରଶଂସା କରିଛନ୍ତି ।

ସାଉଥ ଚଳଚ୍ଚିତ୍ରର ପ୍ରସିଦ୍ଧ ଅଭିନେତ୍ରୀ ନିକ୍କି ତାମ୍ବୋଲି ପ୍ରଥମ ସପ୍ତାହରୁ ‘ବିଗ୍ ବସ୍ 14’ ର ପ୍ରଶଂସକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରିଥିବା ଦେଖିବାକୁ ମିଳିଛି ।

ପ୍ରଶଂସକଙ୍କ ସହ ସୋ’ର ହୋଷ୍ଟ ସଲମାନ ଖାନ ମଧ୍ୟ ନିକ୍କି ତାମ୍ବୋଲିଙ୍କୁ ପ୍ରଶଂସା କରିଛନ୍ତି। ନିକ୍କି ତାଙ୍କ ପରିଶ୍ରମ ଏବଂ ଗ୍ଲାମର ସହିତ ଦର୍ଶକଙ୍କ ହୃଦୟରେ ନିଜର ସ୍ଥାନ ସୃଷ୍ଟି କରୁଛନ୍ତି । କେବଳ ‘ବିଗ୍ ବସ୍ 14’ ଘରେ ନୁହେଁ, ନିକି ଟାମ୍ବୋଲି ମଧ୍ୟ ସୋସିଆଲ ମିଡିଆରେ ଅନେକ ହେଡଲାଇନ ସୃଷ୍ଟି କରୁଛନ୍ତି । ସୋସିଆଲ ମିଡିଆରେ ପ୍ରଶଂସକମାନେ ନିକ୍କିଙ୍କୁ ତୀବ୍ର ପ୍ରଶଂସା କରୁଛନ୍ତି।

Tags

Related Articles

Leave a Reply

Your email address will not be published. Required fields are marked *

Back to top button
Close