ତାଲାବନ୍ଦ ସମୟରେ ହ୍ୱାଟ୍ସଆପ କରି ଘରେବସି ପାଇପାରିବେ ଅତ୍ୟାବଶ୍ୟକୀୟ ସାମଗ୍ରୀ

ଭୁବନେଶ୍ୱର : ଲକଡାଉନ ସମୟରେ ହୋମ ଡେ଼ଲିଭରୀ ପାଇଁ ଅନୁମତି | ଏଣିକି ହାତପାହାନ୍ତାରେ ମିଳିବ ଘର ବ୍ୟବହୃତ ସାମଗ୍ରୀ |

କରୋନାର ଦ୍ଵିତୀୟ ଲହରରେ ଆତଙ୍କିତ ଦେଶ ତଥା ରାଜ୍ୟର ସମସ୍ତ ଜନସାଧାରଣ | ରାଜ୍ୟରେ କରୋନା ସଂକ୍ରମଣକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସରକାର ଲକଡାଉନ ଓ ସଟଡାଉନ ଘୋଷଣା କରିଥିଲେ | ଏହି ସମୟରେ ଲୋକେ କିଭଳି ହଇରାଣ ନ ହେବେ ସେଥିପ୍ରତି କିଛିଟା କୋହଳ ମଧ୍ୟ କରାଯାଇଥିଲା | କିନ୍ତୁ କିଛି ଲୋକେ କୋହଳର ଫାଇଦା ନେଇ ଭିଡ ଜମାଉଥିଲେ | ଏବେ ବିଏମସି ପକ୍ଷରୁ ରାଜଧାନୀବାସୀଙ୍କ ପାଇଁ ହୋମ ଡେ଼ଲିଭରିର ସୁବିଧା କରାଯାଇଛି | ଅର୍ଥାତ ଲକଡାଉନ ଓ ସଟଡାଉନ ସମୟରେ ଘରେ ବସି ନିଜ ହ୍ୱାଟ୍ସଆପରେ ମ୍ୟାସେଜ ଦେଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ମଗେଇପାରିବେ | ଏଥିପାଇଁ ରିଲାଏନ୍ସ ଫ୍ରେସ, ବିଗ ବଜାର, ଵିଶାଲ ମେଗାମାର୍ଟ, ଆଧାର ଫ୍ରେଶ କୁ ହୋମ ଡେ଼ଲିଭରୀ ପାଇଁ ଅନୁମତି ଦେଇଛି ବିଏମସି |

ନିମ୍ନଲିଖିତ ତଳେ ଦିଆଯାଇଥିବା ଷ୍ଟୋରର ନାମ ଓ ଯୋଗାଯୋଗ ନମ୍ବର ସହ ଯୋଗାଯୋଗ କରିପାରିବେ | ନିଜ ଅତ୍ୟାବଶ୍ୟକୀୟ ସାମଗ୍ରୀ ର ତାଲିକା ସହ ନିଜର ସମ୍ପୂର୍ଣ୍ଣ ଠିକଣା ଏହି ନମ୍ବରରେ ରେ ହ୍ୱାଟ୍ସଆପ କରିଦେଲେ ଆପଣ ଘରେ ଥାଇ ଜିନିଷପତ୍ର ପାଇପାରିବେ | ଜିନିଷ ପାଇବା ସମୟରେ ବିଲ ଅନୁଯାୟୀ ପେମେଂଟ କରିବେ |

ବିଗବଜାର ଫୋରମ ମାର୍ଟ, ସତ୍ୟନଗର , ମୋ-୮୩୨୭୭୬୫୦୬୭
ବିଗବଜାର, ପଟିଆ, ମୋ-୯୧୩୬୯୪୯୭୮୫
ବିଗବଜାର, ଏସପ୍ଲାନେଡ଼, ରସୁଲଗଡ଼, ମୋ-୯୮୨୮୯୩୨୦୪୪
ଵିଶାଲ, ରସୁଲଗଡ଼ ,ମୋ-୯୧୭୮୯୮୪୪୭୭
ବିଗବଜାର ସିମ୍ଫୋନି ମଲ, ପାହାଳ ,ମୋ-୭୯୭୮୦୫୨୯୦୪
ବିଗବଜାର କ୍ରିଷ୍ଣ ପ୍ଲାଜା, ମୋ-୮୯୨୮୯୮୨୦୪୫
ବିଗବଜାର ଡିଏନ ରେଗାଲିଆ, ପାତ୍ରପଡା, ମୋ-୭୮୭୩୪୨୧୮୯୮
ସାଇ ଆଧାର, ମାଉସୀ ମା’ ମନ୍ଦିର, ରଥରୋଡ଼, ମୋ- ୮୨୪୯୦୯୪୩୪୮
ଵିଶାଲ ମେଗାମାର୍ଟ, ପାତ୍ରପଡା, ମୋ-୮୨୪୯୪୨୭୯୦୦
ଵିଶାଲ ମେଗାମାର୍ଟ, ଇନ୍ଦ୍ରଧନୁ ମାର୍କେଟ, ମୋ-୮୨୭୦୮୨୦୮୭୦
ରିଲାଏନ୍ସ ସ୍ମାର୍ଟ , ସିଆରପିଏଫ , ମୋ-୭୦୦୮୨୧୯୨୫୫
ରିଲାଏନ୍ସ ଫ୍ରେଶ, ଗଣ୍ଡମୁଣ୍ଡା, ମୋ-୭୯୭୮୦୩୧୭୩୬
ରିଲାଏନ୍ସ ଫ୍ରେଶ, ଗୋପବନ୍ଧୁ ଛକ, ମୋ-୭୦୦୮୧୯୪୯୧୬
ରିଲାଏନ୍ସ ଫ୍ରେଶ, ୟୁନିଟ -୪ , ମୋ-୮୯୧୭୪୫୦୦୪୦
ରିଲାଏନ୍ସ ଫ୍ରେଶ, ସହିଦ ନଗର, ମୋ-୭୦୦୮୯୮୬୩୭୯
ରିଲାଏନ୍ସ ଫ୍ରେଶ, ସତ୍ୟବିହାର, ମୋ-୯୩୪୮୫୮୭୦୦୮
ରିଲାଏନ୍ସ ଫ୍ରେଶ, ଡିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର, ମୋ-୭୦୦୮୯୯୭୪୪୦
ରିଲାଏନ୍ସ ଫ୍ରେଶ, ଗାଲାକ୍ସି ମଲ , ରଘୁନାଥପୁର, ମୋ-୬୩୭୧୯୨୮୭୨୮
ରିଲାଏନ୍ସ ଫ୍ରେଶ, ସମ ହସ୍ପିଟାଲ, ମୋ-୭୦୦୮୯୯୪୪୧୨
ରିଲାଏନ୍ସ ଫ୍ରେଶ, ଟଙ୍କପାଣି ରୋଡ଼, ମୋ-୯୮୬୧୨୦୭୯୫୭
ରିଲାଏନ୍ସ ଫ୍ରେଶ, ସାମନ୍ତରାପୁର, ମୋ- ୭୮୯୪୪୧୭୨୬୦
ରିଲାଏନ୍ସ ଫ୍ରେଶ, ମହତାବ ରୋଡ଼, ମୋ-୯୭୭୭୦୪୯୧୫୧
ରିଲାଏନ୍ସ ଫ୍ରେଶ, ଲୁଇଶ ପ୍ଲାଜା, ମୋ-୭୦୦୮୯୮୬୩୭୮
ରିଲାଏନ୍ସ ଫ୍ରେଶ, କଟକ ରୋଡ଼, ମୋ- ୬୩୭୨୫୭୦୦୪୨
ରିଲାଏନ୍ସ ଫ୍ରେଶ,ଜିଜିପି କଲୋନୀ, ମୋ- ୭୩୭୭୪୨୦୧୫୪
ରିଲାଏନ୍ସ ଫ୍ରେଶ, ବରମୁଣ୍ଡା, ମୋ- ୭୯୭୮୬୩୦୫୮୮
ରିଲାଏନ୍ସ ଫ୍ରେଶ, ଆଇଆରସି ଭିଲେଜ, ମୋ- ୯୦୦୮୯୯୫୪୧୫
ରିଲାଏନ୍ସ ସ୍ମାର୍ଟ, ପଟିଆ, ମୋ- ୭୮୯୪୪୪୭୮୯୦