• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଫେସବୁକ ଲାଇଭ ପରେ ଜୀବନ ହାରିଲେ ପ୍ରେମିକ, ମୃତ୍ୟୁ ପୂର୍ବରୁ ପ୍ରେମିକାକୁ କହିଗଲେ ଏମିତି କଥା

OMMCOM NEWSbyOMMCOM NEWS
August 30, 2021
in Odia

ଭୁବନେଶ୍ୱର : ରବିବାର ପାଟନା ସହରରେ ଅବସ୍ଥିତ ଗୁରୁଦ୍ୱାରର ଗେଷ୍ଟ ହାଉସରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଚୌକ ପୋଲିସ୍ ଷ୍ଟେସନ ଅଞ୍ଚଳର ବାଲଲିଲା ଗୁରୁଦ୍ୱାର ଅଧୀନରେ ଥିବା NRI ଗେଷ୍ଟ ହାଉସର ରୁମ୍ ନମ୍ବର -107 ରେ ଫେସବୁକ୍ ଲାଇଭ୍ କରିବା ପରେ ଜଣେ ପ୍ରେମିକ ଶେଷରେ ହତାଶ ହୋଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ତେବେ ମୃତ୍ୟୁ ପୂର୍ବରୁ ପ୍ରେମିକ ଜଣକ ଫେସବୁକରେ ଲାଇଭ ଆସି ତାଙ୍କ ପ୍ରେମିକାକୁ କହିଥିଲେ ଯେ, ମୁଁ ଗଲା ପରେ ତୁମେ ତୁମର ଯତ୍ନ ନେଉଥିବ ଏବଂ ଠିକ ସମୟରେ ମେଡ଼ିସିନ ଖାଉଥିବ ।

ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ମୃତଦେହକୁ ଉଦ୍ଧାର କରିଥିଲା । ଏହି ଯୁବକ ଜଣକ ଉତ୍ତରପ୍ରଦେଶର ଶାମଲି ଜିଲ୍ଲା କାଦରଗଡର ବାସିନ୍ଦା ସର୍ଦ୍ଦାର ପରମଜିତ ସିଂହ ବୋଲି ଜଣାପଡିଛି। ପରମଜିତ୍ ସିଂହ ଅନେକ ଦିନ ଧରି ପର୍ଯ୍ୟଟକ ଭାବରେ ଗେଷ୍ଟ ହାଉସରେ ରହିଥିଲେ। ରବିବାର ଦିନ ୧୧ ଟା ସମୟରେ ନିଜେ ଗେଷ୍ଟ ହାଉସକୁ ଆସିଥିଲେ । ଦିନସାରା ସେ ନିଜ ପ୍ରେମିକା ସିମରନଙ୍କୁ ଭେଟିବାକୁ ଚେଷ୍ଟା କରୁଥିଲେ । ଯେତେବେଳେ ସିମରନ୍ ତାଙ୍କୁ ଭେଟିବାକୁ ମନା କରିଦେଲେ, ସେତେବେଳେ ସେ ଆତ୍ମହତ୍ୟା ଭଳି ଏକ ଚରମ ନିଷ୍ପତ୍ତି ନେଇଥିବା ଜଣାପଡିଛି । ତେବେ ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

 

Tags: Facebookparamjeet singhSuicide
Previous Post

Paralympics: Result Under Review For Event In Which Vinod Kumar Won Bronze

Next Post

UP Man Returns From Kabul With Haunting Memories

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
agri
OMC
DMF SCHOLARSHIP-2023

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

UP Man Returns From Kabul With Haunting Memories

Taliban Arrests Two Islamic State Suspects From Malaysia After Kabul Airport Attack

850 Kg Ganja Seized From Oil Tanker In Sambalpur, 2 Held

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist