• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ବିଜାପୁରରୁ ପୁଣି ଥରେ ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ

OMMCOM NEWSbyOMMCOM NEWS
April 21, 2021
in Odia

ଛତିଶଗଡ : ପୁଣିଥରେ ଯବାନଙ୍କୁ ଅପହରଣ | ଯବାନଙ୍କୁ ମାଓବାଦୀ ଅପହରଣ କରିବା ନେଇ ବିଜାପୁର ଏସପିଙ୍କ ସୂଚନା |

ଯବାନଙ୍କୁ ଅପହରଣ କରିନେଲେ ମାଓବାଦୀ | ଯବାନ ଜଣଙ୍କ ହେଉଛନ୍ତି ଗଙ୍ଗାଲୁରୁ ଥାନା ଅନ୍ତର୍ଗତ ପାଲନା ଗାଁର ମୁରଲୀ ତାତି | ସେ ବସ୍ତର ଜବଲପୁରଠାରେ ଏଏସଆଇ ଭାବେ କାର୍ଯ୍ୟରତ ଥିଲେ | ନିଜ ଗାଁକୁ ଛୁଟି କାଟିବାକୁ ଆସିଥିଲେ | ମାଓବାଦୀ ଯବାନଙ୍କ ସନ୍ଧାନ ନେଇ ତାଙ୍କୁ ଉଠାଇନେଲେ |

କିଛିଦିନ ତଳେ ବିଜାପୁର ଜୁନାଗଡ ଜଙ୍ଗଲରେ ମାଓବାଦୀ ଓ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା | ଏଥିରେ ୨୨ ଜଣ ଯବାନ ସହିଦ ହୋଇଥିଲେ | ଆଉ ଏହି ସମୟରେ ଜଣେ ଯବାନଙ୍କୁ ମାଓବାଦୀମାନେ ଅପହରଣ କରି ନେଇଥିଲେ | ହେଲେ ପରେ ଯବାନ ରାକେଶ୍ୱର ସିଂଙ୍କୁ ଛାଡି ଦେଇଥିଲେ |

ଅନ୍ୟପଟେ ଛତିଶଗଡ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟିର ମୁଖପାତ୍ର ବିକଳ୍ପ ପ୍ରେସ ନୋଟ ଜାରି କରିଛନ୍ତି | ଆଉ ମାଓ ସିବିର ଉପରେ ଏୟାର ଷ୍ଟ୍ରାଇକ ହୋଇଥିବା କଥା କହିଛନ୍ତି | ଏହାସହ ଏୟାରଷ୍ଟ୍ରାଇକର ଭିଡିଓ ଓ ଫଟୋ ବି ଜାରି କରାଯାଇଛି | ୧୯ ଏପ୍ରିଲରେ ପୁଲିସ ଡ୍ରୋନ ମାଧ୍ୟମରେ ମାଓବାଦୀଙ୍କ ଉପରେ ୧୨ ବୋମା ଫିଙ୍ଗିଛନ୍ତି |

Tags: ‘Kidnapped’ By MaoistsBijapur districtChhatisgarhchhatisgarh police
Previous Post

KCR Undergoes CT Scan, Other Tests At Private Hospital

Next Post

India’s Crosses A Landmark With Cumulative Vaccination Coverage More Than 13 Crores

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Vaccinate Those 18 And Above For Free, Says Rajasthan CM

Sonu Sood: Every Needy Should Get Covid Vaccine For Free

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist