• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ବାହୁବଳୀ ପରେ ରାମ ଚରିତ୍ରରେ ନଜର ଆସିବେ ପ୍ରଭାସ , ଜାଣନ୍ତୁ କେବେ ହେବ ରିଲିଜ

Snigdha Chandan DasbySnigdha Chandan Das
August 20, 2020
in Odia
Adipurush

ମୁମ୍ବାଇ: କରୋନା କାଳରେ ତେଲୁଗୁ ସୁପରଷ୍ଟାର ପ୍ରଭାସ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛନ୍ତି । ସେ ନିକଟରେ ତାଙ୍କର ଏକ ନୂତନ ପ୍ରକଳ୍ପ ଘୋଷଣା କରିଛନ୍ତି । ତାଙ୍କର ନୂଆ ଚଳଚ୍ଚିତ୍ର ନାମ ଆଦିପୁରୁଶ, ଯାହାର ନିର୍ଦ୍ଦେଶନା ଦେବେ ଓମ ରାଉତ । ପ୍ରଭାସ ଏହି ଚଳଚ୍ଚିତ୍ରର ପ୍ରଥମ ପୋଷ୍ଟର ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ।

View this post on Instagram

Celebrating the victory of good over evil… Title Announcement #Adipurush @omraut @bhushankumar @vfxwaala @rajeshnair29 @tseriesfilms @retrophiles1 @tseries.official #TSeries

A post shared by Prabhas (@actorprabhas) on Aug 18, 2020 at 2:36am PDT

ପ୍ରଭାସ, ଆଦିପୁରୁଷ ଚଳଚ୍ଚିତ୍ରର ପୋଷ୍ଟ ସେୟାର କରିବାବେଳେ ଲେଖିଥିଲେ – ‘ମନ୍ଦ ଉପରେ ଭଲକୁ ପାଳନ କରିବା’ । ଏହି ଚଳଚ୍ଚିତ୍ରଟି ଏକ 3D ଆକ୍ସନ୍ ଡ୍ରାମା ହେବ । ଏହା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟାଲମ୍ ଏବଂ କନ୍ନଡରେ ଏହି ଚଳଚିତ୍ର ୨୦୨୨ ମୁକ୍ତିଲାଭ କରିବ ।

ଏହି ଚଳଚ୍ଚିତ୍ରରେ ପ୍ରଭାସ ଆଦିପୁରୁଷ ଭୂମିକାରେ ଅଭିନୟ କରିବେ । ତେବେ ପ୍ରଭାସଙ୍କ ଲୁକ ବିଷୟରେ କୌଣସି ସୂଚନା ପ୍ରକାଶ କରାଯାଇ ନାହିଁ । ପ୍ରଭାସ ଇନଷ୍ଟାରେ ଏକ ଭିଡିଓ ସେୟାର କରିଥିଲେ ଏବଂ ତାଙ୍କର ନୂତନ ପ୍ରକଳ୍ପ ଘୋଷଣା ବିଷୟରେ ସୂଚନା ଦେଇଥିଲେ । ପ୍ରଭାସ ଏହି ଚଳଚ୍ଚିତ୍ରର ନାମ ଘୋଷଣା କରି ପ୍ରଶଂସକମାନଙ୍କୁ ତାଙ୍କର ଆଗାମୀ ଚଳଚ୍ଚିତ୍ରର ଉପହାର ଦେଇଥିଲେ ।

View this post on Instagram

Celebrating the victory of good over evil! #Adipurush @omraut @bhushankumar @vfxwaala @rajeshnair29 @tseriesfilms @retrophiles1 @tseries.official #TSeries

A post shared by Prabhas (@actorprabhas) on Aug 17, 2020 at 6:41pm PDT

ଫିଲ୍ମର ପୋଷ୍ଟର ଦେଖିବା ପରେ ଲାଗୁଛି ଯେ ପ୍ରଭାସଙ୍କ ଏହି ଫିଲ୍ମ ଏକ ଆକ୍ସନ୍ ଫିଲ୍ମ ହେବ, ଯେଉଁଥିରେ ସେ ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ର ନିର୍ଦ୍ଦେଶକ ଓମ୍ ରାଉତ ଚଳିତ ବର୍ଷର ହିଟ୍ ଫିଲ୍ମ ତାନାଜୀ ଡାଇରେକ୍ଟ କରିଥିଲେ । ତେବେ ଆଗାମୀ ଦିନରେ ପ୍ରଭାସଙ୍କୁ ଅନେକ ଫିଲ୍ମରେ ଦେଖିବାକୁ ମିଳିବ । ତାଙ୍କୁ ଖୁବ୍ ଶୀଘ୍ର ଦୀପିକା ପାଦୁକୋନଙ୍କ ସହ ଏକ ଫିଲ୍ମରେ ଦେଖିବାକୁ ମିଳିବ । ଯେଉଁ ଫିଲ୍ମକୁ ନାଗ ଅଶ୍ୱିନ୍ ନିର୍ଦ୍ଦେଶନା ଦେବେ ।

Tags: AdipurushPrabhasRam Charitra
Previous Post

8 States Lead India’s Covid-19 Tally With Over 1 Lakh Cases Each

Next Post

Did Kangana Just Call Rhea ‘Vulture’, And Sara Ali Khan ‘Fancy Nepotism Kid’?

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
agri
OMC
DMF SCHOLARSHIP-2023

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Did Kangana Just Call Rhea 'Vulture', And Sara Ali Khan 'Fancy Nepotism Kid'?

Sushant's life, Vikas Dubey's death interest filmmakers

'CBI Will Have To Dip Deeper For Huge Revelation': Ex-Bureaucrat On SSR Probe

BSI Nutrition India Programme: 7.4% Reduction In Severely Malnourished Kids

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist