• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ରାସ୍ତାରେ ମାଛ ବର୍ଷା ଦେଖି ନିୟନ୍ତ୍ରଣ ହରାଇଲେ ଲୋକେ, ବାଲ୍ଟି, ଅଖାରେ ନେଇଗଲେ କେଜି କେଜି ମାଛ

OMMCOM NEWSbyOMMCOM NEWS
May 30, 2022
in Odia

ଭୁବନେଶ୍ୱର: ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ । ଏହି ଭିଡିଓରେ ଆପଣ ଦେଖିବାକୁ ପାଇବେ ଯେ, ଲୋକମାନେ ରାସ୍ତାରେ ପଡିଥିବା ମାଛକୁ କେମିତି ଲୁଟି ନେଉଛନ୍ତି ।

ଏହି ଭିଡିଓଟି ବିହାରର ଗୟା ଜିଲ୍ଲାର ଆମସ୍ ପୋଲିସ୍ ଷ୍ଟେସନ ଅଞ୍ଚଳର । କୁହାଯାଉଛି ଯେ ଶନିବାର ଦିନ ମାଛ ନେଇ ଯାଉଥିବା ଏକ ଟ୍ରକ୍ କୌଣସି ଏକ କାରଣରୁ ନିୟନ୍ତ୍ରଣ ହରାଇଥିଲା । ଫଳର ଟ୍ରକ୍ ପଛରେ ରଖାଯାଇଥିବା ମାଛ ଖସିପଡ଼ିବାରୁ ଲାଗୁଥିଲା ସତେ ଯେମିତି ରାସ୍ତାରେ ମାଛ ବର୍ଷା ହୋଇଛି ।

सड़क पर गिरी मछली, मच गई लूट#बिहार pic.twitter.com/ZleUZpDOp2

— Hari krishan (@ihari_krishan) May 28, 2022

ଆଉ ରାସ୍ତାରେ ମାଛକୁ ଏଣେତେଣେ ପଡିଥିବାର ଦେଖି, ଲୋକମାନେ ଲୁଟିବା ଆରମ୍ଭ କରିଦେଇଥିଲେ । କିଏ ବାଲ୍ଟିରେ ତ ଆଉ କିଏ ମାଛକୁ ଅଖା ଭିତରେ ଭର୍ତ୍ତି କରୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ହରି କ୍ରିଷ୍ଣ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି।

Tags: Fishraining fish
Previous Post

Fan Walks 264 Km To Meet Ram Charan, Shares Paddy Field Portrait

Next Post

India, Pakistan Engage In ‘Back Channel’ Talks To Break Stalemate: Report

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

India, Pakistan Engage In 'Back Channel' Talks To Break Stalemate: Report

2 Terrorists Killed In Gunfight In J&K's Pulwama

Pak Delegation In India For Indus Water Treaty Meeting

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist