ଭୁବନେଶ୍ୱର: ଭାରତୀୟ ବ୍ୟାଟ୍ସମ୍ୟାନ୍ ବିପଜ୍ଜନକ ବ୍ୟାଟିଂ ପାଇଁ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଛନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ଙ୍କ ବିଷୟର କହିବାକୁ ଯାଉଛୁ, ଯେଉଁମାନେ ସର୍ବାଧିକ ରନ୍ ଆଉଟ ହୋଇଛନ୍ତି।
ରାହୁଲ ଦ୍ରାବିଡ଼
ଭାରତର ପୂର୍ବତନ ଅଧିନାୟକ ତଥା ମହାନ ଖେଳାଳି ରାହୁଲ ଦ୍ରାବିଡ। ଅନ୍ତର୍ଜାତୀୟ କ୍ରିକେଟରେ ୧୦୧ ଥର ରନ ଆଉଟ୍ ହୋଇଛନ୍ତି ରାହୁଲ ଦ୍ରାବିଡ଼। ଯେହେତୁ ରାହୁଲ ଦ୍ରାବିଡଙ୍କୁ ଆଉଟ କରିବା ଏତେ ସହଜ ନଥିଲା।
ସଚିନ୍ ତେନ୍ଦୁଲକର
କ୍ରିକେଟର ଭଗବାନ ତଥା ସର୍ବଶ୍ରେଷ୍ଠ ଖେଳାଳି ସଚିନ ତେନ୍ଦୁଲକର ଦୁନିଆର ପ୍ରତ୍ୟେକ ଗ୍ରାଉଣ୍ଡରେ ରନ୍ ସଂଗ୍ରହ କରିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ୧୦୦ ଶତକ ହାସଲ କରିଥିବା ସେ ହେଉଛନ୍ତି ଏକମାତ୍ର ବ୍ୟାଟ୍ସମ୍ୟାନ୍। ସଚିନ ତେନ୍ଦୁଲକର ତାଙ୍କ କ୍ୟାରିୟରରେ ୯୮ ଥର ରନ୍ ଆଉଟ୍ ହୋଇଛନ୍ତି।