• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ରାମ ନୁହେଁ ରାବଣ : ଏହି ଫିଲ୍ମରେ ଭିଲେନ୍ ଭୂମିକାରେ ନଜର ଆସିବେ ଅଭିନେତା ସୈଫ ଅଲ୍ଲୀ ଖାନ୍

Debasish MaharanabyDebasish Maharana
September 3, 2020
in Odia
Saif Ali Khan

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସୈଫ ଅଲ୍ଲୀ ଖାନ୍ ପୁଣି ଥରେ ଭିଲେନ୍ ଭୂମିକାରେ ନଜର ଆସିବେ । ସେ ପ୍ରଭାସ ଅଭିନୀତ ଫିଲ୍ମ ଆଦି ପୁରୁଷରେ ରାବଣର ଭୂମିକାରେ ଅଭିନୟ କରିବେ । ଏହି ଫିଲ୍ମର ନିର୍ଦେଶନା ଓମ ରାଉତ ଦେଇଛନ୍ତି। ଓମ ରାଉତଙ୍କ ସହ ସୈଫ ଅଲ୍ଲୀ ଖାନଙ୍କ ଏହା ଦ୍ବିତୀୟ କୋଲାବରେସନ। ଏହା ପୂର୍ବରୁ ସୈଫ ଫିଲ୍ମ ତାନାଜୀ : ଦ ଅନସଙ୍ଗ୍ ଓ୍ବରିୟରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।

View this post on Instagram

Real Nabab?

A post shared by Saif Ali Khan Fan Page ??? (@saifalikhan5932) on Apr 26, 2020 at 6:59pm PDT

ଓମ ରାଉତ ଫିଲ୍ମରେ ସୈଫ ଥିବାର ଘୋଷଣା କରି ଦେଇଛନ୍ତି। ସେ ଫିଲ୍ମରୁ ଏକ ପୋଷ୍ଟର ମଧ୍ୟ ସେୟାର କରିଛନ୍ତି । ଏହା ସହିତ ସେ ଲେଖିଛନ୍ତି-୭୦୦୦ବର୍ଷ ତଳେ ବିଶ୍ବରେ ସବୁଠୁ ବୁଦ୍ଧିମାନ ଦାନବ ଥିଲା। ଫିଲ୍ମକୁ ଟି ସିରିଜ ପ୍ରଡ୍ୟୁସ୍ କରୁଛି । ଫିଲ୍ମରେ ମୁଖ୍ୟ ଭୂମିକାରେ ପ୍ରଭାସ ଅଛନ୍ତି । ସେ ରାମଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ମୁଭି ୩ଡି ରେ ହେବ। କୀର୍ତ୍ତି ସୁରେଶ ଫିଲ୍ମରେ ସୀତାଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

View this post on Instagram

7000 years ago existed the world's most intelligent demon! #Adipurush #SaifAliKhan @omraut @bhushankumar @vfxwaala @rajeshnair29 @tseriesfilms @retrophiles1 @tseries.official #TSeries

A post shared by Prabhas (@actorprabhas) on Sep 2, 2020 at 6:41pm PDT

ଫିଲ୍ମକୁ ହିନ୍ଦୀ ସମେତ ୫ଟି ଭାଷାରେ ନିର୍ମାଣ କରାଯିବ । ସୈଫ ଏହି ରୋଲ୍ ବିଷୟରେ କହିଥିଲେ- ଓମି ଦାଦାଙ୍କ ସହ ପୁଣି ଥରେ କାମ କରିବା ପାଇଁ ଉତ୍ସୁକ ଅଛନ୍ତି । ତାଙ୍କ ପାଖରେ ଗ୍ରାଣ୍ଡ ଭିଜନ୍ ଏବଂ ଟେକ୍ନିକାଲ୍ ନଲେଜ ରହିଛି । ସେ ପ୍ରଭାସଙ୍କ ସହ ଖଣ୍ଡା ଚଳାଇବା ଏବଂ ଜଣେ ଦାନବଙ୍କ ଭୂମିକାରେ ଅଭିନୟ କରିବା ପାଇଁ ଉତ୍ସାହିତ ଅଛନ୍ତି ।

View this post on Instagram

Celebrating the victory of good over evil! #Adipurush @omraut @bhushankumar @vfxwaala @rajeshnair29 @tseriesfilms @retrophiles1 @tseries.official #TSeries

A post shared by Prabhas (@actorprabhas) on Aug 17, 2020 at 6:41pm PDT

ଏହି ଫିଲ୍ମକୁ ନେଇ ପ୍ରଭାସ କହିଥିଲେ ଯେ ପ୍ରତ୍ୟେକ ଭୂମିକା ଏବଂ ପ୍ରତ୍ୟେକ ଚରିତ୍ର ନିଜ ଚ୍ୟାଲେଞ୍ଜ ସହ ଆସିଥାଏ, କିନ୍ତୁ ଏଭଳି ଭୂମିକାକୁ ଲିଭାଇବା ପାଇଁ ଜବରଦସ୍ତ ଦାୟିତ୍ବ ଏବଂ ଗୌରବ ଆସିଥାଏ । ଖାସ୍ କରି ଯେଉଁଭଳି ଓମ୍ ଏହାକୁ ଡିଜାଇନ୍ କରିଛନ୍ତି,ତାଙ୍କୁ ବିଶ୍ବାସ ରହିଛି ଯେ ଆମ ଦେଶର ଯୁବବର୍ଗ ଏହି ଫିଲ୍ମକୁ ପସନ୍ଦ କରିବେ ।

View this post on Instagram

??????????#saifalikhanfan #saifalikhanfanpage #saifalıkhan #saifalikhan#saifalikhanpataudi #saifalikhan5932 #sara84 #saifalikhanlovers #saifalikhanfansofficial

A post shared by Saif Ali Khan Fan Page ??? (@saifalikhan5932) on May 14, 2020 at 7:17pm PDT

Tags: 3D Movie AdipurushAdipurushBahubali PrabhasBollywoodPrabhasRavanSaifSaif Ali Khan
Previous Post

Age And Image: Key Factors For Didi Ahead Of Bengal Polls

Next Post

India’s Services Activity Downturn Eases In August: PMI

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
agri
OMC
DMF SCHOLARSHIP-2023

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

India's Services Activity Downturn Eases In August: PMI

After A Break, Cong Dissenters Ready To Raise Their Voice Again

Finance Commission To Deliberate On GDP Growth, GST Compensation

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist