ଟ୍ରାଫିକରେ ଫସିଥିବା ଟ୍ରକ ତଳେ ପଶିଗଲା ସ୍କୁଟି ଚାଳକ , ତା ପରେ ଯାହା ଘଟିଲା ..ଦେଖନ୍ତୁ ଭିଡିଓ

ଭୁବନେଶ୍ୱର : ଲୋକମାନେ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଯଥାସମ୍ଭବ ଚେଷ୍ଟା କରନ୍ତି | ଯାହାର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି, ଟ୍ରାଫିକ ଜାମ୍ ରେ ଜଣେ ସ୍କୁଟର ଚାଳକ ଏକ ନୂଆ ଉପାୟରେ ରାସ୍ତା ପାର ହେଉଛନ୍ତି ​​| ଏଭଳି କରିବାର ଅର୍ଥ ,ମରଣକୁ ନିମନ୍ତ୍ରଣ ଦେବା ସଦୃଶ | ତେଣୁ ଆପଣ କେବେବି ଏଭଳି ବିପଦଜ୍ଜନକ ଉପାୟ ଆପଣେଇବେ ନାହିଁ |

ଯଦି ଆପଣ ଏକ ଲମ୍ବା ଟ୍ରାଫିକ୍ ଜାମରେ ଅଟକି ଯାଆନ୍ତି, ତେବେ ଆପଣ କଣ କରିବେ ? ସମସ୍ତଙ୍କ ପରି ଅପେକ୍ଷା କରିବେ ନା ସର୍ଟକଟରେ ଚାଲିଯିବେ | ହେଲେ ଏମିତି କେବେ କରି ନଥିବେ ,ଯେମିତିକି ଏଠି ଜଣେ ସ୍କୁଟର ଚାଳକ ଜଣକ କରିଛନ୍ତି | ଜଣେ ବ୍ୟକ୍ତି ତାଙ୍କ ଗାଡିକୁ ଟ୍ରକ୍ ତଳେ ଅତି ବିପଦସଂକୁଳ ଅବସ୍ଥାରେ ଭର୍ତ୍ତି କରି ଅନ୍ୟ ପାର୍ଶ୍ୱକୁ ଚାଲିଯାଉଛନ୍ତି | ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |

 

View this post on Instagram

 

A post shared by VIMAL SAINI (@itz_saini_vimal)