• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

୩୦ ତାରିଖରୁ ୭ ଦିନିଆ ସଟଡ଼ାଉନ୍ : ସକାଳ ୬ ଟାରୁ ଦିନ ୧୧ ଟା ଭିତରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

Snigdha Chandan DasbySnigdha Chandan Das
August 28, 2020
in Odia
Seven Day Shutdown

ଭୁବନେଶ୍ୱର: ରାଜ୍ୟରେ କୋରନା ମହାମାରୀ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ହେତୁ ଅଗଷ୍ଟ ୩୦ ତାରିଖ ରବିବାର ଠାରୁ ଜିଲ୍ଲା ପ୍ରଶାସନ ଝାରସୁଗଡା ସହରରେ ସାତ ଦିନିଆ ସଟଡ଼ାଉନ ଘୋଷଣା କରିଛନ୍ତି ।

ଏହି ସମୟରେ ସମସ୍ତ ଦୋକାନ, ବଜାର, ବ୍ୟବସାୟ ପ୍ରତିଷ୍ଠାନ, ସରକାରୀ ଏବଂ ବେସରକାରୀ ଅନୁଷ୍ଠାନ ବନ୍ଦ ରହିବ ଏବଂ ଏହି ସମୟ ମଧ୍ୟରେ ଲୋକଙ୍କ ଗତିବିଧି ସଭା ସମିତି ଉପରେ ନିଷେଧ ରହିବ। ଅବଶକୀୟ ଖାଦ୍ୟ ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟ ବିକ୍ରୟ କରୁଥିବା ଦୋକାନଗୁଡ଼ିକ ଦିନକୁ ପାଞ୍ଚ ଘଣ୍ଟା – ସକାଳ ୬ ରୁ ୧୧ ଟା ପର୍ଯ୍ୟନ୍ତ ଖୋଲିବେ – ଏହି ନିୟମ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ।

ହେଲେ ଏହି ସମରେ ମେଡିସିନ୍ ଷ୍ଟୋର୍ ଏବଂ ବ୍ୟାଙ୍କଗୁଡିକ ମଧ୍ୟ ଖୋଲା ରହିବ ବୋଲି ପ୍ରଶାସନ ସୂଚନା ଦେଇଛି। ଝାରସୁଗୁଡାରେ ଏପର୍ଯ୍ୟନ୍ତ ୧୦୩୩ ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ୬୧୭ ଜଣ ରୋଗୀ ସୁସ୍ଥ ହୋଇଥିବାବେଳେ ଜଣଙ୍କର ଜୀବନ ଯାଇଛି ।

Tags: BhubaneswarOdishaSeven Day ShutdownSeven Day Shutdown Odisha
Previous Post

କରୋନା କାଳରେ ମାଡି ଆସୁଛି ଆଉ ଏକ ବିପଦ ! ଭୟଙ୍କର ସାମୁଦ୍ରିକ ଝଡର ଫଟୋ ସେୟାର କରି ସତର୍କ କରାଇଲା ନାସା

Next Post

Medium To Major Flood Expected In Mahanadi: Chief Engineer Water Resources

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

Medium To Large Flood Expected In Mahanadi: Chief Engineer Water Resources

Medium To Major Flood Expected In Mahanadi: Chief Engineer Water Resources

Mistakes While Using Smartphones

ସ୍ମାର୍ଟଫୋନ୍ ବ୍ୟବହାର ବେଳେ ଏମିତି କିଛି ଭୁଲ କରୁନାହାନ୍ତି ତ ଆପଣ ? ଯଦି ଜାଣିନାହାନ୍ତି .. ତେବେ ଜାଣିନିଅନ୍ତୁ

Beyond SSR Death Mystery: Know What's Bipolar Disorder

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist