ଭୁବନେଶ୍ୱର: ଯଦି ଆପଣ ମଧ୍ୟ ଷ୍ଟକ୍ ମାର୍କେଟରୁ ଟଙ୍କା ରୋଜଗାର କରିବାକୁ ଯୋଜନା କରୁଛନ୍ତି, ତା’ହେଲେ ଏହି ଷ୍ଟକ୍ ଉପରେ ଥରେ ନଜର ପକାନ୍ତୁ , ଏହି ଷ୍ଟକ୍ କିପରି ନିବେଶକଙ୍କୁ ମାଲେମାଲ କରିପାରିଛି।
ଏହି ରାସାୟନିକ ଷ୍ଟକ୍ ର ନାମ ହେଉଛି ଡିପ ପଲିମର୍ (Deep Polymers)। ଏହି କମ୍ପାନୀ ଅଳ୍ପ ସମୟ ମଧ୍ୟରେ ନିବେଶକମାନଙ୍କ ପାଇଁ ବିପୁଳ ଲାଭ କରିଛି । ଏହି ଛୋଟ ଛୋଟ ଷ୍ଟକ୍ ଗତ ୪ ବର୍ଷରେ ୨୩.୫୦ ସ୍ତରରୁ ୧୭୮ ସ୍ତରକୁ ବୃଦ୍ଧି ପାଇଛି । ଏହି ସମୟରେ, ଏହି ଷ୍ଟକ୍ ର ରେକର୍ଡ ସ୍ତର ହେଉଛି ୪୫୮.୫୭।
ଏହି ଛୋଟ ଷ୍ଟକ୍ ଗତ ୪ ବର୍ଷରେ ୨୩.୫୦ ଟଙ୍କାରୁ ୧୭୮ ଟଙ୍କାକୁ ବୃଦ୍ଧି ପାଇଛି । ଏହି ସମୟରେ, ଏହି ଷ୍ଟକ୍ ର ରେକର୍ଡ ସ୍ତର ହେଉଛି ୪୫୮.୫୭ । ଏପର୍ଯ୍ୟନ୍ତ ଏହି ଷ୍ଟକ୍ ରେ ୬୧୭.୧୮ ପ୍ରତିଶତ ଅଭିବୃଦ୍ଧି ଘଟିଛି।
ଚାରି ବର୍ଷ ପୂର୍ବେ ଏହି ରାସାୟନିକ ଷ୍ଟକ୍ ରେ ଯଦି ଜଣେ ନିବେଶକ ୧ ଲକ୍ଷ ବିନିଯୋଗ କରିଥାନ୍ତେ, ତେବେ ଆଜିର ଦିନରେ ଏହା ୭ ଲକ୍ଷ ୫୦ ହଜାର ଟଙ୍କା ହୋଇଥାନ୍ତା ।