• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ବଦଳିଲା ସାଉଥ୍ ସୁପରଷ୍ଟାର୍ ୟଶ୍ ଙ୍କ ଠିକଣା, ଦେଖନ୍ତୁ ଅଭିନେତାଙ୍କ ଗୃହ ପ୍ରବେଶର ଫଟୋ

Debasish MaharanabyDebasish Maharana
July 3, 2021
in Odia

ଭୁବନେଶ୍ୱର : ସାଉଥ୍ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର୍ ୟଶ୍ ନିକଟରେ ଏକ ବିଳାସପୂର୍ଣ୍ଣ ଘର କିଣିଛନ୍ତି, ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ୟଶ୍ ତାଙ୍କ ପତ୍ନୀଙ୍କ ସହ ନୂଆ ଘରେ ପୂଜା କରୁଥିବା ନଜର ଆସିଛନ୍ତି।

ସୁପରଷ୍ଟାର ୟଶ ତାଙ୍କ ନୂଆ ଘରେ ପରିବାର ସହିତ ପୂଜା କରୁଥିବା ନଜର ଆସିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟଶ ପ୍ରାୟ ୫୦ କୋଟି ମୂଲ୍ୟର ସମ୍ପତ୍ତିର ମାଲିକ ଅଟନ୍ତି। ଏହା ବ୍ୟତୀତ ୟଶଙ୍କର ବାଙ୍ଗାଲୋରରେ ପ୍ରାୟ ଚାରି କୋଟି ଟଙ୍କା ମୂଲ୍ୟର ବିଳାସପୂର୍ଣ୍ଣ ବଙ୍ଗଳା ମଧ୍ୟ ଅଛି।

ନୂଆ ଘରେ ପୂଜା କରୁଥିବା ବେଳେ ୟଶ ତାଙ୍କ ପତ୍ନୀଙ୍କ ସହ ପାରମ୍ପାରିକ ପୋଷାକରେ ନଜର ଆସିଥିଲେ। ୟଶ ୨୦୧୬ ରେ କନ୍ନଡ ଚଳଚ୍ଚିତ୍ର ଅଭିନେତ୍ରୀ ରାଧିକାଙ୍କୁ ବିବାହ କରିଥିଲେ।

Tags: entertainment newskgf star yashluxurious housesuperstar yash
Previous Post

Cong Hits Out At BJP Over Political Instability In Uttarakhand

Next Post

US Oakland Zoo Vaccinates Animals Against Covid-19

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

5 Held For Attacking Police During Protest Over Death Of Youth In Koraput

Wage Increase, Attrition Rise To Impact IT Industry's Margin: HDFC Securities

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist