• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

OMMCOM NEWSbyOMMCOM NEWS
December 17, 2022
in Odia

ଭୁବନେଶ୍ୱର: ଦିନକୁ ଦିନ ପୋଷା କୁକୁର କାମୁଡ଼ିବା ମାମଲା ସାମ୍ନାକୁ ଆସୁଛି। ଯାହାକୁ ଦୃଷ୍ଟିରେ ରଖି ଅନେକ  ସହରରେ କୁକୁର ରଖିବା ଉପରେ  ଅଙ୍କୁଶ ଲାଗିଛି। ତେବେ ଏଭଳି ସ୍ଥିତିରେ ଆଜି ଆମେ ଆପଣକୁ କହିବାକୁ ଯାଉଛୁ ଯେ ଦୁନିଆର ଏମିତି କିଛି କୁକୁର ଅଛନ୍ତି ଯାହାକି ଅତି ବିପଜ୍ଜନକ।

American Pit bull terriers- ଆମେରିକୀୟ ପିଟବୁଲ୍ ସବୁଠାରୁ ବିପଜ୍ଜନକ ପ୍ରଜାତି କୁକୁର ମଧ୍ୟରୁ ଗୋଟିଏ । ଏହି କୁକୁରମାନଙ୍କୁ ଏତେ ବିପଜ୍ଜନକ ଯେ ବ୍ରିଟେନ, ଫ୍ରାନ୍ସ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ସମେତ ୩୦ ଟି ଦେଶରେ  ବାରଣ କରାଯାଇଛି।

Dogo Argentino – ଏହି ପ୍ରଜାତିର କୁକୁର ଆର୍ଜେଣ୍ଟିନାରେ ସବୁଠାରୁ ବିପଜ୍ଜନକ କୁକୁର। ୟୁକ୍ରେନ, ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ପରି ଅନେକ ଦେଶରେ ଏହି ପ୍ରଜାତିର କୁକୁରଙ୍କୁ ନିଷେଧ କରାଯାଇଛି ।

Rottweiller- ରୋଟୱିଲର୍ ବିପଜ୍ଜନକ କୁକୁରମାନଙ୍କ ମଧ୍ୟରେ ଗଣାଯାଏ । କୁହାଯାଏ ଯେ ଏହି ପ୍ରଜାତିର କୁକୁର ସେମାନଙ୍କ ମାଲିକ ପ୍ରତି ଅତି ବିଶ୍ୱସ୍ତ, କିନ୍ତୁ ଅଜ୍ଞାତ ଲୋକଙ୍କ ପାଇଁ ଏହା ଅତ୍ୟନ୍ତ ବିପଜ୍ଜନକ ।

Boerboel- ଏହି ପ୍ରଜାତିର କୁକୁର ବିପଜ୍ଜନକ ନୁହଁନ୍ତି, କିନ୍ତୁ କେତେକ ପରିସ୍ଥିତିରେ ଏମାନଙ୍କୁ ନିୟନ୍ତ୍ରଣ କରିବା କଷ୍ଟକର। ସେମାନଙ୍କୁ ପାର୍କରେ ବୁଲେଇବା ଏବଂ ସେମାନଙ୍କୁ ଖୋଲା ରଖିବା ଅତି କଷ୍ଟକର।

Presa Canario- ଏହି ପ୍ରଜାତିର କୁକୁର ଅତି ଜିଦ୍ଖୋର । ଯଦି ସେମାନେ କାହାକୁ ଆକ୍ରମଣ କରନ୍ତି, ତେବେ ଅନେକ କ୍ଷତି ହେବାର ସମ୍ଭାବନା ଅଛି । ଏମାନଙ୍କ ଆକ୍ରମଣରୁ ରକ୍ଷା ପାଇବା କଷ୍ଟକର ।

Wolfdog- ଅଜ୍ଞାତ ଲୋକଙ୍କ ପାଇଁ ଏହି ପ୍ରଜାତିର କୁକୁର ଅତି ଘାତକ । ସେମାନେ ଅନ୍ୟ କୁକୁରଙ୍କ ଭଳି ମଣିଷ ଉପରେ ଆକ୍ରମଣ ପାଇଁ ବେଶ ଜଣାଶୁଣା।

American Bulldog – ଏହି ପ୍ରଜାତିର କୁକୁର ପ୍ରାୟତଃ ସେମାଙ୍କର ଶକ୍ତି ପାଇଁ ଜଣାଶୁଣା । ଏହା ଆମେରିକାର ଚତୁର୍ଥ ବିପଜ୍ଜନକ ପ୍ରଜାତି ଭାବେ ତାଲିକାଭୁକ୍ତ ହୋଇଛି ।

Cane Corso- ଯଦିଓ ସେମାନେ ଅତ୍ୟନ୍ତ ବିପଜ୍ଜନକ ନୁହଁନ୍ତି, କିନ୍ତୁ ସେମାନଙ୍କର ଆକାର ବଡ଼, ଯେଉଁ କାରଣରୁ ସେମାନେ ଅନେକ ଥର ଏହାର ଫାଇଦା ନେଇଥାନ୍ତି ।

 

Tags: Cane Corsodangerous dogPit bull
Previous Post

Robbers’ Gang Busted In Bhubaneswar, 4 Arrested

Next Post

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଘରୁ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ! କେବଳ କରିବାକୁ ପଡିବ ଏହି ଛୋଟ ଉପାୟ

December 17, 2022
OMC

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଘରୁ କରନ୍ତୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ! କେବଳ କରିବାକୁ ପଡିବ ଏହି ଛୋଟ ଉପାୟ

December 17, 2022
Next Post

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

'Pathaan' Controversy Likely To Reach MP Assembly

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି 'ଅବତାର'

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist