• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

‘ଆଦିପୁରୁଶ’ରେ କିଏ ହେବ ସୀତା ? ଏହି ଅଭିନେତ୍ରୀଙ୍କ ସହ କଥା ହେଲେ ନିର୍ଦ୍ଦେଶକ

Debasish MaharanabyDebasish Maharana
September 11, 2020
in Odia
Adipurush

ନୂଆଦିଲ୍ଲୀ: ବଲିଉଡ ନିର୍ଦ୍ଦେଶକ ଓମ ରାଉତଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ‘ଆଦିପୁରୁଶ’ରେ ରାମ ଏବଂ ରାବଣଙ୍କ ଭୂମିକା ପରେ ଏହି ଚଳଚ୍ଚିତ୍ରର ମୁଖ୍ୟ ଅଭିନେତ୍ରୀଙ୍କ ସନ୍ଧାନ ଜାରି ରହିଛି । ଏହି ଚଳଚ୍ଚିତ୍ରରେ ଅଭିନେତା ତଥା ବାହୁବଳୀ ପ୍ରଭାସ ‘ରାମ’ ଭୂମିକାରେ ଏବଂ ସୈଫ ଅଲି ଖାନ ରାବଣ ଭୂମିକାରେ ନଜର ଆସିବେ ବୋଲି ଜଣାପଡିଛି । ତେବେ ଏହି ଚଳଚିତ୍ରରେ କିଏ ହେବ ସୀତା ସେନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

‘ଆଦିପୁରୁଷ’ ହେଉଛି ଭାରତୀୟ ମହାକାବ୍ୟ ରାମାୟଣର ଏକ ରୂପାନ୍ତର , ଯାହା ମନ୍ଦ ଉପରେ ଭଲର ବିଜୟ ପ୍ରଦର୍ଶନ କରିବ । ନିର୍ଦ୍ଦେଶକ, ଓମ୍ ରାଉତଙ୍କ ମେଗା ବଜେଟ୍ ଚଳଚ୍ଚିତ୍ର ଆଦିପୁରୁଷଙ୍କ ବିଷୟରେ ଆଲୋଚନା କରି କହିଛନ୍ତି ଯେ , ସୀତାଙ୍କ ଭୂମିକା ପାଇଁ ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ପସନ୍ଦ ହୋଇ ରହିଛନ୍ତି, ଖୁବ୍ ଶୀଘ୍ର ଏହି ବିଷୟରେ ନିଷ୍ପତ୍ତି ନିଆଯାଇପାରେ ।

ରିପୋର୍ଟ ଅନୁଯାୟୀ, ଓମ୍ ଅନୁଷ୍କାଙ୍କୁ ଭେଟି ପୁରା ଫିଲ୍ମ ବିଷୟରେ ଆଲୋଚନା କରିଥିଲେ । ନିର୍ମାତାମାନେ ବିଶ୍ୱାସ କରନ୍ତି ଯେ ଅନୁଷ୍କାଙ୍କ ଫିଲ୍ମ ବିଷୟରେ ରାଜି ହେବା ପରେ ସେମାନେ ଶୁଟିଂ ତାରିଖ ଠିକ୍ କରିବେ । ଅନୁଷ୍କା ଗତ ୨ ବର୍ଷ ଧରି କୌଣସି ଫିଲ୍ମରେ ଦସ୍ତଖତ କରିନାହାଁନ୍ତି । ଅନୁଷ୍କା ଶର୍ମା ଶେଷ ଥର ପାଇଁ ଡିସେମ୍ବର ୨୦୧୮ ରେ ଫିଲ୍ମ ଜିରୋରେ ନଜର ଆସିଥିଲେ ।

ଆଦିପୁରୁଶ ଫିଲ୍ମ ହିନ୍ଦୀ ଏବଂ ତେଲୁଗୁ ଭାଷାରେ ସୁଟିଂ ହେବ । ଏହି 3D ଚଳଚ୍ଚିତ୍ରଟି ତାମିଲ, ମାଲାୟାଲମ୍, କନ୍ନଡ ଏବଂ ଅନେକ ବିଦେଶୀ ଭାଷାରେ ଡବିଂ କରି ଦେଶ ତଥା ବିଶ୍ୱରେ ମୁକ୍ତିଲାଭ କରିବ । ଏହି ଫିଲ୍ମ ୨୦୧୧ ରେ ସୁଟିଂ ହେବ ଏବଂ ୨୦୧୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଦ୍ୱାରା ନିର୍ମିତ ହେଉଛି ।

Tags: 3D Movie AdipurushAdipurush
Previous Post

MCA Extends Deadline For Submission Of Cost Audition Report Till Nov

Next Post

Puja Committees Move High Court Challenging Odisha Govt’s Puja Guidelines

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
agri
OMC
DMF SCHOLARSHIP-2023

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
Next Post

Puja Committees Move High Court Challenging Odisha Govt's Puja Guidelines

Naveen Patnaik Announces Rs 300 Cr Package For Flood Affected Farmers

Hetero Couple

ଦୀର୍ଘ ୮ ବର୍ଷ ପରେ ବି ଜାଣିପାରିଲେନି ପରିବାର ଲୋକେ , PM ରିପୋର୍ଟ ଖୋଲିଦେଲା ପୋଲ

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist