• About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap
Odisha News, Odisha Breaking News, Odisha Latest News
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ
No Result
View All Result
Odisha News, Odisha Breaking News, Odisha Latest News
Home Odia

ନନ୍ଦନକାନନ ଚିଡ଼ିଆଖାନାରେ ପର୍ଯ୍ୟଟକଙ୍କୁ ଆକ୍ରମଣ ଘଟଣା, ୩ ଗିରଫ

OMMCOM NEWSbyOMMCOM NEWS
May 23, 2022
in Odia

ଭୁବନେଶ୍ୱର: ନନ୍ଦନକାନନ ଚିଡ଼ିଆଖାନାରେ ପର୍ଯ୍ୟଟକଙ୍କୁ ମାଡ଼ ମାରି ବନ୍ଧା ହେଲେ ୩ ଅଭିଯୁକ୍ତ। ସେମାନେ ହେଉଛନ୍ତି ଦାରୁଠେଙ୍ଗ ନିବାସୀ ସନ୍ତୋଷ କୁମାର ସାହୁ,କାହ୍ନ।  ମହାପାତ୍ର ଓ ଅମନ ପାଟଶାଣୀ । ରବିବାର ଦିନ ଛତିଶଗଡରୁ ୨୬ ଜଣ ପର୍ଯ୍ୟଟକ ନିଜ ପରିବାର ସହ ନନ୍ଦନକାନନ ବୁଲିବାକୁ ଆସିଥିଲେ । ସଫାରୀର ମଜା ନେବା ପାଇଁ ଦିନ ୨ ଟା ସୁଦ୍ଧା ସେମାନେ ସଫାରୀ କାଉଂଟରରେ ଟିକେଟ କାଟିଥିଲେ । ହେଲେ ୩ ଘଣ୍ଟା ଅପେକ୍ଷା କରିଥିଲେ ମଧ୍ୟ ସଫାରୀ ଗାଡି ଆସିନଥିଲା। ଯାହାକୁ ନେଇ ସଫାରୀ କାଉଂଟରରେ ଥିବା କର୍ମଚାରୀମାନଙ୍କ ସହିତ ପଯ୍ୟଟକଙ୍କ ଯୁକ୍ତିତର୍କ ହୋଇଥିଲା । ପରେ ବେଟାରୀଗାଡି କର୍ମଚାରୀ ଓ ସଫାରୀ ଗାଡି କର୍ମଚାରୀ ମିଶି ପର୍ଯ୍ୟଟକମାନଙ୍କୁ ଷ୍ଟିଲ ରଡ଼ରେ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ । ଏହି ଘଟଣାରେ ୪ ଜଣ ପର୍ଯ୍ୟଟକ ଆହତ ହୋଇଥିଲେ । ଖବର ପାଇ ଘଟଣାସ୍ଥଳରେ ନନ୍ଦନକାନନ ପୋଲିସ ପହଞ୍ଚି ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ସହ ୩ ଜଣକୁ ଅଟକ ରଖିଥିଲା।

Tags: Nandankanan ZooTourist attackZoo
Previous Post

Several Trains Cancelled, Diverted On Patna-Kolkata Route After Protests On Tracks In Bihar

Next Post

Imran Wants To Start A Civil War, Says Shehbaz

Related Posts

Odia

OCSE Aspirants Need To Mention Language Option In Online Application Form

January 11, 2023
Odia

ବିନା ଇଣ୍ଟରନେଟ୍ ରେ UPI ପେମେଣ୍ଟ ? ଜାଣନ୍ତୁ କେମିତି ….

December 17, 2022
Odia

ଜୟପୁରରେ ଶ୍ରଦ୍ଧା ହତ୍ୟାକାଣ୍ଡ, ଖୁଡିକୁ ହତ୍ୟାକରି ୧୦ ଖଣ୍ଡ କରିଦେଲା ପୁତୁରା

December 17, 2022
Odia

ଏ ହେଉଛି ଦୁନିଆର ସର୍ବାଧିକ ଆୟ କରିଥିବା ଫିଲ୍ମ, ତାଲିକାର ପ୍ରଥମରେ ରହିଛି ‘ଅବତାର’

December 17, 2022
Odia

ମାର୍କେଟକୁ ଆସୁଛି ଏମିତି ସ୍ମାର୍ଟଫୋନ୍, ଥରେ ଚାର୍ଜ କଲେ ମୋବାଇଲ ଚାଲିବ ୪୫ ଦିନ !

December 17, 2022
Odia

ଏ ହେଉଛନ୍ତି ଦୁନିଆର ସବୁଠୁ ବିପଜ୍ଜନକ କୁକୁର, ଅନେକ ଦେଶରେ କରାଯାଇଛି ବ୍ୟାନ

December 17, 2022
OMC

STF Seizes One Leopard Skin In Rayagada

Light Intensity Earthquake Felt In J&K

  • About Us
  • Feedback
  • RSS Feed
  • Privacy Policy
  • Disclaimer
  • Sitemap

© 2022 - Ommcom News. All Rights Reserved.

No Result
View All Result
  • Home
  • Odisha
  • Nation
  • World
  • Sports
  • Business
  • Entertainment
  • Videos
  • Science & Tech
  • Photo Gallery
  • ଓଡ଼ିଆରେ ପଢନ୍ତୁ

© 2022 - Ommcom News. All Rights Reserved.

Welcome Back!

Login to your account below

Forgotten Password?

Retrieve your password

Please enter your username or email address to reset your password.

Log In

Add New Playlist